ବୟନ ଶିଳ୍ପରେ ନିବେଶ ହେବ ୨୫୦ କୋଟି

ଭୁବନେଶ୍ୱର: ରାଜ୍ୟରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ କ୍ଷେତ୍ରରେ ପନ୍ଦରରୁ ସତରଟି କଂପାନୀ ପ୍ରାୟ ୨୫୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ‘ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ’ର ଉଦ୍‌ଯାପନୀ ଦିବସରେ କହିଛନ୍ତି ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି,“ଆମ ସହିତ ପନ୍ଦର ସତର ଜଣ ନିବେଶକ କଥା ହୋଇଛନ୍ତି। ସେମାନେ ୨୫୦ କୋଟି ଟଙ୍କାର ନିବେଶ କରିବେ ବୋଲି କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା […]

snehangini

snehangini

Rakesh Mallick
  • Published: Friday, 02 December 2016
  • Updated: 02 December 2016, 01:43 PM IST

Sports

Latest News

snehanginiଭୁବନେଶ୍ୱର: ରାଜ୍ୟରେ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ କ୍ଷେତ୍ରରେ ପନ୍ଦରରୁ ସତରଟି କଂପାନୀ ପ୍ରାୟ ୨୫୦ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି ବୋଲି ‘ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ’ର ଉଦ୍‌ଯାପନୀ ଦିବସରେ କହିଛନ୍ତି ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ।

ସେ କହିଛନ୍ତି,“ଆମ ସହିତ ପନ୍ଦର ସତର ଜଣ ନିବେଶକ କଥା ହୋଇଛନ୍ତି। ସେମାନେ ୨୫୦ କୋଟି ଟଙ୍କାର ନିବେଶ କରିବେ ବୋଲି କହିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କ୍ଷେତ୍ରରେ ନିବେଶର ପରିମାଣ କମ୍ ହେଲେ ହେଁ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାଏ। ଏଯେଉଁ ୨୫୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ସେଥିରେ ୨୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେଣୁ ଏହି ବିଭାଗରେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।”

ମନ୍ତ୍ରୀ କହିଥିଲେ,“ ଏହା ତ ପ୍ରଥମ ପ୍ରସ୍ତାବ। ଆଗକୁ ଆହୁରି ପ୍ରସ୍ତାବ ଆସିବ। ସେହିଭଳି ଯେଉଁମାନେ ପୁଞ୍ଜି ନିବେଶ କରିବେ ବୋଲି ଆମ ସହିତ କଥା ହୋଇଛନ୍ତି ସେମାନେ ଆଗକୁ ପୁଞ୍ଜିର ପରିମାଣ ବଢ଼ାଇବେ ବୋଲି ମଧ୍ୟ କହିଛନ୍ତି।”

ବିଭାଗୀୟ ସଚିବ କହିଥିଲେ,“ଆମକୁ ପ୍ରସ୍ତାବ ଦେଇଥିବା ନିବେଶକମାନେ ମୁଖ୍ୟତଃ ଚେନ୍ନାଇ, ରାଜସ୍ଥାନ, ବିହାର ଓ ତିରପୁରର। ଓଡ଼ିଶାରୁ ମଧ୍ୟ କିଛି ନିବେଶକ ପ୍ରସ୍ତାବ ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story