ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର

ଝାରସୁଗୁଡା(ଭାଗିରଥୀ ସାହୁ): ସ୍କୁଲ୍‌ ଛୁଟି ପରେ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳକୁ ସମାଧାନ କରିବାକୁ ଯାଇଥିବା ପ୍ରଧାନଶିକ୍ଷକ ଜଣେ  ଛାତ୍ରଙ୍କୁ ପିଟିଥିଲେ। ଫଳରେ ଛାତ୍ରଜଣକ ଗୁରୁତର ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି ଏ ଘଟଣା। ଅଭିଯୋଗ ଅନୁଯାୟୀ,  ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ଗତକାଲି ସ୍କୁଲ ଛୁଟି ପରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କୁ ଆକଟ କରିବାକୁ ଯାଇ ପ୍ରଧାନଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ […]

student

student

Niharika Rout
  • Published: Friday, 01 November 2019
  • Updated: 01 November 2019, 10:06 AM IST

Sports

Latest News

ଝାରସୁଗୁଡା(ଭାଗିରଥୀ ସାହୁ): ସ୍କୁଲ୍‌ ଛୁଟି ପରେ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳକୁ ସମାଧାନ କରିବାକୁ ଯାଇଥିବା ପ୍ରଧାନଶିକ୍ଷକ ଜଣେ  ଛାତ୍ରଙ୍କୁ ପିଟିଥିଲେ। ଫଳରେ ଛାତ୍ରଜଣକ ଗୁରୁତର ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲାରେ ଘଟିଛି ଏ ଘଟଣା।

ଅଭିଯୋଗ ଅନୁଯାୟୀ,  ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ଗତକାଲି ସ୍କୁଲ ଛୁଟି ପରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କୁ ଆକଟ କରିବାକୁ ଯାଇ ପ୍ରଧାନଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପିଟି ଥିଲେ। ଘରକୁ ଫେରିବା ପରେ ଉକ୍ତ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏହା ଦେଖି ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

ଶିଶୁ ମଙ୍ଗଳ କମିଟି ସଦସ୍ୟ ଡାକ୍ତରଖାନାରେ ପହଞ୍ଚି ଉକ୍ତ ଛାତ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି।  ଅନ୍ୟପକ୍ଷରେ ଏ ଘଟଣାର ତଦନ୍ତ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ  ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।  ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story