ମେହେର ସାର୍‌ଙ୍କୁ ସାତ କିମି ପାଛୋଟି ନେଲେ ଛାତ୍ରଛାତ୍ରୀ

ଖଡ଼ିଆଳ (କୁନାଲ ଚରଣ ବେହେରା): ଶିକ୍ଷକତା ଜୀବନ ଭିତରେ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ିଛନ୍ତି ମଝିଆ ମେହେର ସାର୍‌। ଆଉ ନିଜ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଶିଖାଇଛନ୍ତି ଜିଇଁବାର ମନ୍ତ୍ର। ସେଥିପାଇଁ ତ ସାର୍‌ଙ୍କୁ ଭୁଲି ପାରିନାହାନ୍ତି ତାଙ୍କର ପ୍ରିୟ ଛାତ୍ରଛାତ୍ରୀ। ପାଠ ପଢ଼ା ସରିଥିଲେ ମଧ୍ୟ ଆଜି ଅବସରକାଳୀନ ସମ୍ୱର୍ଦ୍ଧନା ସଭାରେ ସାମିଲ୍‌ ହୋଇ ସାରଙ୍କ ଗୁଣ ଗାନ କରିଛନ୍ତି। ଆଉ ମନେ ପକାଇଛନ୍ତି ନିଜ ସ୍କୁଲ ଦିନର କଥା। ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ପରେ ସାରଙ୍କୁ […]

Teacher

Teacher

Manoranjan Sial
  • Published: Friday, 26 November 2021
  • Updated: 26 November 2021, 05:02 PM IST

Sports

Latest News

ଖଡ଼ିଆଳ (କୁନାଲ ଚରଣ ବେହେରା): ଶିକ୍ଷକତା ଜୀବନ ଭିତରେ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ିଛନ୍ତି ମଝିଆ ମେହେର ସାର୍‌। ଆଉ ନିଜ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଶିଖାଇଛନ୍ତି ଜିଇଁବାର ମନ୍ତ୍ର। ସେଥିପାଇଁ ତ ସାର୍‌ଙ୍କୁ ଭୁଲି ପାରିନାହାନ୍ତି ତାଙ୍କର ପ୍ରିୟ ଛାତ୍ରଛାତ୍ରୀ। ପାଠ ପଢ଼ା ସରିଥିଲେ ମଧ୍ୟ ଆଜି ଅବସରକାଳୀନ ସମ୍ୱର୍ଦ୍ଧନା ସଭାରେ ସାମିଲ୍‌ ହୋଇ ସାରଙ୍କ ଗୁଣ ଗାନ କରିଛନ୍ତି। ଆଉ ମନେ ପକାଇଛନ୍ତି ନିଜ ସ୍କୁଲ ଦିନର କଥା। ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ପରେ ସାରଙ୍କୁ ବିରାଟ ଶୋଭାଯାତ୍ରାରେ ୭ କିମି ନିଜ ଗାଁକୁ ପାଛୋଟି ନେଇଛନ୍ତି। ଆଜିର ବ୍ୟସ୍ତବହୁଳ ଦୁନିଆରେ ଏମିତି ଚିତ୍ର ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ।

ଖଡ଼ିଆଳ ବ୍ଲକ୍‌ ବଙ୍କାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଝିଆ ମେହେର ହେଉଛନ୍ତି ଜଣେ ଛାତ୍ର ବତ୍ସଳ। ସେ ଜଣେ ମିଷ୍ଟଭାଷୀ, ମିଳାପି ଓ ନିଷ୍କପଟ ମଣିଷ। ତାଙ୍କ ଶିକ୍ଷକତା ଜୀବନ ୧୯୮୨ ମସିହାରୁ ଆରମ୍ଭ କରିଛନ୍ତି। ଦୀର୍ଘ ୩୯ ବର୍ଷର ଶିକ୍ଷକତା ଭିତରେ ଶହଶହ ଛାତ୍ରଛାତ୍ରୀଙ୍କୁ ହାତ ଧରି ଚାଲିବା ଶିଖାଇଛନ୍ତି। ଆଉ ଭବିଷ୍ୟତ ଦେଖାଇଛନ୍ତି ଜିଇଁବାର ମନ୍ତ୍ରୀ। ସେଥିପାଇଁ ତ ମଝିଆ ସାର୍‌ ସମସ୍ତଙ୍କ ଅତିପ୍ରିୟ।

ଆଜି ସ୍କୁଲରେ ଥିଲା ମଝିଆ ମେହେରଙ୍କ ଶେଷ ଦିନ। ଚାକିରିରୁ ନେଉଛନ୍ତି ଅବସର। ସ୍କୁଲରେ ଆୟୋଜିତ ହୋଇଛି ବିଦାୟକାଳୀନ ସଭା। ଏଥିରେ କୁନୁ ଚରଣ ବେହେରା ସଭାପତିତ୍ୱ କରିଥିଲେ। ସାର୍‌ଙ୍କୁ ବିଦାୟ ସମ୍ୱର୍ଦ୍ଧନା ଦେବା ପାଇଁ ଯିଏ ଯେଉଁଠି ଥାଉନା କାହିଁକି ଧାଇଁ ଆସିଛନ୍ତି ସ୍କୁଲକୁ। ସମସ୍ତ ପୁରାତ ଛାତ୍ରଛାତ୍ରୀ ବିଦାୟକାଳୀନ ସଭାରେ ଯୋଗଦେଇ ସାରଙ୍କ ଗୁଣଗାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ବଙ୍କାପୁର ଗ୍ରାମବାସୀ ମଧ୍ୟ ସାମିଲ ହୋଇ ସାର୍‌ଙ୍କୁ ଭୂୟସି ପ୍ରଶଂସା କରିଛନ୍ତି।

ସମ୍ୱର୍ଦ୍ଧନା ସଭା ସରିବା ପରେ ସାରଙ୍କୁ ବିଶାଳ ଶୋଭାଯାତ୍ରାରେ ଜନ୍ମ ମାଟି ତୁକଲା ପର୍ଯ୍ୟନ୍ତ ନିଆଯାଇଛି। ରାସ୍ତାରେ ଗଲା ବେଳେ ଛକ ଛକରେ ସାରଙ୍କ ପାଦ ଧୋଇଦେଇ ବନ୍ଦାପନା କରାଯାଇଥିବା ଦେଖିବାକୁ ମିଳିଛି। ଆଉ ବାଜୁଥିଲା ମୃଦଙ୍ଗ ଓ ଗିନି। ପିଲାମାନେ ଗାଉଥିଲେ ଗୁରୁ ବନ୍ଦନା। ମଝିଆ ମେହେର ସାରଙ୍କୁ ପ୍ରାୟ ସାତ କିଲୋମିଟର ଧରି ଶୋଭାଯାତ୍ରା ନେଇଥିଲେ ତାଙ୍କ ପ୍ରିୟ ଛାତ୍ରଛାତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story