ମୁହଁ ଖୋଲିଲେ ନବ ଦାସ; ମାରିଲେ ମୁଖ୍ୟମନ୍ତ୍ରୀଙ୍କ ଡାଇଲଗ୍‌

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ମୌନବ୍ରତ ଭାଙ୍ଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରୋଷେୟାଙ୍କ ମୃତଦେହ ମିଳିବାର ପ୍ରାୟ ୫ ଦିନ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଆଉ ମାରିଲେ ମୁଖ୍ୟମନ୍ତ୍ରୀଙ୍କ ପରି ଡାଇଲଗ୍‌। ସାମ୍ୱାଦିକଙ୍କ ପ୍ରଶ୍ନରେ ଇଂଲିଶ୍‌ରେ ନବ ଦାସ କହିଲେ, ଲେଟ୍ସ ଲ ୱିଲ୍‌ ଟେକ୍‌ ଇଟ୍ସ ଓନ୍‌ କୋର୍ସ। ଶ୍ରୀ ଦାସ କହିଛନ୍ତି, ରାଜନୈତିକ ଫାଇଦା ପାଇଁ ଆଇନ୍‌ର ବାଟ ଓଗାଳିବା ଉଚିତ ନୁହେଁ। ଲେଟ୍ସ ଲ ୱିଲ୍‌ ଟେକ୍‌ ଇଟ୍ସ ଓନ୍‌ […]

naba-das

naba-das

Manoranjan Sial
  • Published: Saturday, 23 April 2022
  • Updated: 23 April 2022, 03:30 PM IST

Sports

Latest News

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ମୌନବ୍ରତ ଭାଙ୍ଗିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରୋଷେୟାଙ୍କ ମୃତଦେହ ମିଳିବାର ପ୍ରାୟ ୫ ଦିନ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଆଉ ମାରିଲେ ମୁଖ୍ୟମନ୍ତ୍ରୀଙ୍କ ପରି ଡାଇଲଗ୍‌। ସାମ୍ୱାଦିକଙ୍କ ପ୍ରଶ୍ନରେ ଇଂଲିଶ୍‌ରେ ନବ ଦାସ କହିଲେ, ଲେଟ୍ସ ଲ ୱିଲ୍‌ ଟେକ୍‌ ଇଟ୍ସ ଓନ୍‌ କୋର୍ସ।

ଶ୍ରୀ ଦାସ କହିଛନ୍ତି, ରାଜନୈତିକ ଫାଇଦା ପାଇଁ ଆଇନ୍‌ର ବାଟ ଓଗାଳିବା ଉଚିତ ନୁହେଁ। ଲେଟ୍ସ ଲ ୱିଲ୍‌ ଟେକ୍‌ ଇଟ୍ସ ଓନ୍‌ କୋର୍ସ। ଆଇନ୍‌କୁ ତା’ ବାଟରେ ଯିବାକୁ ଦିଅ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନରେ ରହୁଥିବା ବ୍ୟକ୍ତିଗତ କର୍ମଚାରୀଙ୍କ ପାଇଁ ରୋଷେଇ କରୁଥିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଡେଙ୍ଗବୋରେଇ ଗାଁର ଲଳିତ ସାହୁ। ୧୭ ତାରିଖ ସଂଧ୍ୟାରେ ତାଙ୍କ ଝୁଲନ୍ତା ମୃତଦେହ ମନ୍ତ୍ରୀଙ୍କ ବାସ ଭବନରୁ ମିଳିଥିଲା। ତା’ପର ଦିନ ଲଳିତଙ୍କ ଭାଇଙ୍କୁ ଧରି ମନ୍ତ୍ରୀଙ୍କ କିଛି ଲୋକ ମୃତଦେହ ସଂସ୍କାର କରିଥିଲେ। ରାତି ଅଧିଆ ମୃତଦେହ ସଂସ୍କାରକୁ ନେଇ ବିଭିନ୍ନ ରାଜନୈତିକ ଦଳ ମନ୍ତ୍ରୀଙ୍କୁ ଘେରିଥିଲେ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହାତ ଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ନୂଆ ବିବାଦରେ ଫସିଥିଲେ ମନ୍ତ୍ରୀ। ହେଲେ ଏନେଇ ମୁହଁ ଖୋଲୁନଥିଲେ। ଝୁଲନ୍ତା ମୃତଦେହ ମିଳିବାର ୫ ଦିନ ପରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲି ସଫେଇ ଦେଇଛନ୍ତି।

ସେପଟେ ରୋଷେୟାଙ୍କ ବାପା ଝାରସୁଗୁଡ଼ା ବେଳାରସେନ୍‌ ସାହୁ ଓ ଭାଇ ବିରଞ୍ଚ ସାହୁ ଝାରସୁଗୁଡା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଏଫ୍‌ଆଇଆର୍‌ରେ ଲଳିତ ଆତ୍ମହତ୍ୟା କରିଥିବା ଦର୍ଶାଇଛନ୍ତି। ମୋ’ ପରିବାର ବର୍ତ୍ତମାନ ମାନସିକ ଯନ୍ତ୍ରଣାରେ ରହିଥିବା ବେଳେ ଏହାକୁ ନେଇ ରାଜନୀତି କରାଯାଉଛି। ଆମର କିଛି ହେଲେ ସେମାନେ ଦାୟୀ ରହିବେ ବୋଲି ଗଣ ମାଧ୍ୟମରେ ବାପା ଓ ଲଳିତଙ୍କ ଭାଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story