ଭଉଣୀଙ୍କୁ କାଖ କରି ଡାକ୍ତରଖାନା ନେଲା ଭାଇ

<p>କଲ୍ୟାଣସିଂହପୁର: କାଖ କରି ଭଉଣୀଙ୍କୁ ଡାକ୍ତରଖାନା ନେଲେ ଭାଇ। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍&zwnj; ଫାକେରୁ ଗାଁରେ। ଗାଁର କୁନି ସିକକା ଫସଲ ଅମଳ ପାଇଁ ନିକଟସ୍ଥ ପାହାଡ଼କୁ ଯାଇଥିଲେ। ସେଠାରେ କୁନି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଗାଁକୁ ଗମନା ଗମନର କିଛି ସୁବିଧା ନଥିବାରୁ ତାଙ୍କ ଭାଇ କିଛି ଉପାୟ ନ ପାଇ ପ୍ରାୟ ୫ କିଲୋମିଟର ଭଉଣୀଙ୍କୁ କାଖ କରି ନଈ ପାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।</p> <p>ଗାଁରୁ ଡାକ୍ତରଖାନାର ଦୂରତା ୧୨ କିଲୋମଟିର। ଆଉ ୭ କିଲୋମିଟର ପର୍ଯ୍ୟନ୍ତ କୁନିଙ୍କୁ ଏକ ଅଟୋ ସାହାଯ୍ୟରେ ଡାକ୍ତରଖାନା ନିଆଯାଇଥିଲା।&nbsp; ରୋଗୀର ଅବସ୍ଥା ବର୍ତ୍ତମାନ ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 12:57 PM IST
<p>କଲ୍ୟାଣସିଂହପୁର: କାଖ କରି ଭଉଣୀଙ୍କୁ ଡାକ୍ତରଖାନା ନେଲେ ଭାଇ। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ୍&zwnj; ଫାକେରୁ ଗାଁରେ। ଗାଁର କୁନି ସିକକା ଫସଲ ଅମଳ ପାଇଁ ନିକଟସ୍ଥ ପାହାଡ଼କୁ ଯାଇଥିଲେ। ସେଠାରେ କୁନି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଗାଁକୁ ଗମନା ଗମନର କିଛି ସୁବିଧା ନଥିବାରୁ ତାଙ୍କ ଭାଇ କିଛି ଉପାୟ ନ ପାଇ ପ୍ରାୟ ୫ କିଲୋମିଟର ଭଉଣୀଙ୍କୁ କାଖ କରି ନଈ ପାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।</p><p>ଗାଁରୁ ଡାକ୍ତରଖାନାର ଦୂରତା ୧୨ କିଲୋମଟିର। ଆଉ ୭ କିଲୋମିଟର ପର୍ଯ୍ୟନ୍ତ କୁନିଙ୍କୁ ଏକ ଅଟୋ ସାହାଯ୍ୟରେ ଡାକ୍ତରଖାନା ନିଆଯାଇଥିଲା।&nbsp; ରୋଗୀର ଅବସ୍ଥା ବର୍ତ୍ତମାନ ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos