ବେହାଲ୍‌ ହେଲା ରାଜଧାନୀ, ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚର ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହେଲା ସ୍ମାର୍ଟସିଟି ଭୁବନେଶ୍ୱର। ରାଜଧାନୀର ପ୍ରମୁଖ ରାସ୍ତା ଜଳମଗ୍ନ ହୋଇପଡ଼ିଛି। ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ଭିଏସ୍‌ଏସ୍‌ ନଗର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଘରେ ପାଣି ପଶିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ। ଦିନ ସାରା ଖାଇବାକୁ ପାଇନଥିବା ରାସ୍ତାରେ ପାଣି ଜମି ରହିଥିବାରୁ ଠପ୍ ହୋଇ ପଡିଥିଲା ଟ୍ରାଫିକ ବ୍ୟବସ୍ଥା। ନୟାପଲ୍ଲୀ ବେହେରାସାହିରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ପ୍ରବଳ […]

rain1

rain1

Manoranjan Sial
  • Published: Thursday, 24 October 2019
  • Updated: 24 October 2019, 07:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷାରେ ବେହାଲ ହେଲା ସ୍ମାର୍ଟସିଟି ଭୁବନେଶ୍ୱର। ରାଜଧାନୀର ପ୍ରମୁଖ ରାସ୍ତା ଜଳମଗ୍ନ ହୋଇପଡ଼ିଛି। ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ଭିଏସ୍‌ଏସ୍‌ ନଗର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଘରେ ପାଣି ପଶିବାରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ। ଦିନ ସାରା ଖାଇବାକୁ ପାଇନଥିବା ରାସ୍ତାରେ ପାଣି ଜମି ରହିଥିବାରୁ ଠପ୍ ହୋଇ ପଡିଥିଲା ଟ୍ରାଫିକ ବ୍ୟବସ୍ଥା।

ନୟାପଲ୍ଲୀ ବେହେରାସାହିରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ପ୍ରବଳ ବର୍ଷାରୁ ଜଳମଗ୍ନ ହୋଇପଡ଼ିଛି ତଳିଆ ଅଞ୍ଚଳ। ବେହାରାସାହିରୁ ୮ ନମ୍ବର କଲ୍ୟାଣ ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାରେ ଲହଡି ମାରୁଥିଲା ବର୍ଷା ପାଣି। ଏପରିକି କେତେକ ଲୋକଙ୍କ ଘରେ ପଶି ଯାଇଥିଲା ବର୍ଷା ପାଣି। ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ସମାନ ଚିତ୍ର ଦେଖିବାକୁ ମିଳିଛି ଭୁବନେଶ୍ୱର-ପୁରୀ ରାସ୍ତା ଚିନ୍ତାମଣିଶ୍ୱର ଓ ଗ୍ୟାରେଜ୍ ଛକ। ପ୍ରବଳ ବର୍ଷା ଯୋଗୁଁ ସହରବାସୀ ନାକେଦମ୍‌ ହୋଇଛନ୍ତି। ରାସ୍ତା ଉପରେ ପ୍ରବଳ ମାତ୍ରାରେ ପାଣି ଜମି ରହିଛି। ଯାହାଫଳରେ ଟ୍ରାଫିକ ବ୍ୟବସ୍ଥା ଏକପ୍ରକାର ଠପ୍‌ ହୋଇଯାଇଛି।

ଲକ୍ଷ୍ମୀ ସାଗର ଅଞ୍ଚଳ ଅବସ୍ଥା ନ କହିବା ଭଲ। ବର୍ଷା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଏହି ଅଞ୍ଚଳ। ପୁରୀ-କଟକ ଜାତୀୟ ରାଜପଥର ଦୁଇ ପଟରେ ବର୍ଷା ପାଣି ଲହଡ଼ି ଭାଂଗି ଥିଲା। ପ୍ରବଳ ପାଣି ହେଉଥିବାରୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଘଣ୍ଟା ଘଣ୍ଟା ଧରି ଲୋକେ ରାସ୍ତାରେ ଅଟକି ରହିଥିଲେ। ଲକ୍ଷ୍ମୀସାଗର ଅଂଚଳରୁ ପ୍ରାୟ ରସୁଲଗହଡ଼ ପର୍ଯ୍ୟନ୍ତ ଲାଗିଥିଲା ଗାଡିର ଲମ୍ବା ଧାଡି।

ଭିଏସ୍ଏସ୍ ନଗର ପଥରବନ୍ଧ ବସ୍ତିର ନାନା ହସନ୍ତସନ୍ତ ହୋଇଥିଲେ ଲୋକେ। ଲୋକଙ୍କ ଘରେ ପଶିଆସିଥିଲା ବର୍ଷା ପାଣି। ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଲୋକେ ବାହାରକୁ ବାହାରି ପାରିନଥିଲେ। ଏପରିକି କେତେକ ଘରେ ରୋଷେଇ ବାସ ଠପ୍‌ ପଡ଼ିଥିଲା। ସକାଳୁ ବର୍ଷା ଲାଗି ରହିଥିବା ବେଳେ ଭୋକ ଉପାସରେ ଦିନ କାଟିଥିଲେ ଲୋକେ। ଅଦିନିଆ ବର୍ଷାରେ ବେହାଲ ହୋଇ ପଡ଼ିଥିଲା ରାଜଧାନୀବାସୀଙ୍କ ଜୀବନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story