ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାଇୱା ହେଲପର୍‌ ମୃତ

ବାସୁଦେବପୁର (କିରିଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ହାବେଳି ସାହି ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ହାଇୱା ହେଲପରଙ୍କ ମୃତ୍ୟୁ ଘଟିଛି। ଏଥିସହ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଛନ୍ତି। ମୃତକଙ୍କ ନାଁ ବାପୁନ ବେହେରା। ଗୁରୁତର ଡ୍ରାଇଭର ହେଲେ ପ୍ରଦୀପ ନାୟକ। ଉଭୟଙ୍କ ଘର ସିମୁଳିଆ ଥାନା ଅଞ୍ଚଳରେ। ଗତକାଲି ବିଳମ୍ୱିତ ରାତିରେ ହାଇୱାଟି ହାବେଳି ସାହି ଗାଁରେ ବାଲି ଅନ୍‌ଲୋଡ୍‌ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ […]

deadbody

deadbody

Jyoshna Pradhan
  • Published: Friday, 07 June 2019
  • Updated: 07 June 2019, 08:33 AM IST

Sports

Latest News

ବାସୁଦେବପୁର (କିରିଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ହାବେଳି ସାହି ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ହାଇୱା ହେଲପରଙ୍କ ମୃତ୍ୟୁ ଘଟିଛି। ଏଥିସହ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଛନ୍ତି।

ମୃତକଙ୍କ ନାଁ ବାପୁନ ବେହେରା। ଗୁରୁତର ଡ୍ରାଇଭର ହେଲେ ପ୍ରଦୀପ ନାୟକ। ଉଭୟଙ୍କ ଘର ସିମୁଳିଆ ଥାନା ଅଞ୍ଚଳରେ।

ଗତକାଲି ବିଳମ୍ୱିତ ରାତିରେ ହାଇୱାଟି ହାବେଳି ସାହି ଗାଁରେ ବାଲି ଅନ୍‌ଲୋଡ୍‌ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଗାଡ଼ିରେ ଥିବା ହେଲପର୍‌ ଓ ଡ୍ରାଇଭରଙ୍କୁ ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା। ଉଭୟେ ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ହେଲପରଙ୍କୁ ମୃତ ଘୋଷଣା କରିଥିଲେ।

ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story