ଅସହାୟର ସାହା ଆଇଆଇସି ସ୍ମୃତିପ୍ରଭା

କେନ୍ଦୁଝର(ପ୍ରଣୟ ପାଣି): ବାହାରକୁ କଠୋର ଦିଶୁଥିଲେ ମଧ୍ୟ ଅନାଥ ଅସହାୟ ଶିଶୁଟିଏ ଦେଖିଲେ ତାଙ୍କ ହୃଦୟରୁ ଝରିଯାଏ ମମତାର ଧାରା। ଜାତି ଧର୍ମ ଉଚ୍ଚ ନୀଚ ବାଛ ବିଚାର ନକରି ସେମାନଙ୍କ ଆଡ଼କୁ ବଢ଼ି ଯାଏ ତାଙ୍କ ଶ୍ରଦ୍ଧା ଜୁଡୁବୁଡୁ ହାତ ଯୋଡ଼ିକ। ଆଉ କାଙ୍ଗାଳ ଅନାଥଟିଏ ମୁହୂର୍ତକ ପାଇଁ ଭୁଲି ଯାଏ ଯେ ଏ ଦୁନିଆଁରେ ତା’ର କେହି ନାହାନ୍ତି ବୋଲି। ଆମେ କହୁଛୁ ଜଣେ ଥାନା ଅଧିକାରୀଣିଙ୍କ କଥା। ତାଙ୍କ କାନରେ ଯଦି କୌଣସି […]

help

help

Chinmayee Roy
  • Published: Saturday, 14 September 2019
  • Updated: 14 September 2019, 05:54 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ବାହାରକୁ କଠୋର ଦିଶୁଥିଲେ ମଧ୍ୟ ଅନାଥ ଅସହାୟ ଶିଶୁଟିଏ ଦେଖିଲେ ତାଙ୍କ ହୃଦୟରୁ ଝରିଯାଏ ମମତାର ଧାରା। ଜାତି ଧର୍ମ ଉଚ୍ଚ ନୀଚ ବାଛ ବିଚାର ନକରି ସେମାନଙ୍କ ଆଡ଼କୁ ବଢ଼ି ଯାଏ ତାଙ୍କ ଶ୍ରଦ୍ଧା ଜୁଡୁବୁଡୁ ହାତ ଯୋଡ଼ିକ। ଆଉ କାଙ୍ଗାଳ ଅନାଥଟିଏ ମୁହୂର୍ତକ ପାଇଁ ଭୁଲି ଯାଏ ଯେ ଏ ଦୁନିଆଁରେ ତା’ର କେହି ନାହାନ୍ତି ବୋଲି।

ଆମେ କହୁଛୁ ଜଣେ ଥାନା ଅଧିକାରୀଣିଙ୍କ କଥା। ତାଙ୍କ କାନରେ ଯଦି କୌଣସି ଅସହାୟଙ୍କ ଅସୁବିଧାରେ ଥିବା କଥା ପଡ଼େ ତେବେ ସେ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ତୁରନ୍ତ ପହଞ୍ଚି ଯାଆନ୍ତି ସେମାନଙ୍କ ନିକଟରେ। ସେ ହେଉଛନ୍ତି କେନ୍ଦୁଝର ସଦରଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ।

ଗତ କିଛିଦିନ ତଳେ ଆଇଆଇସି ସ୍ମୃତିପ୍ରଭା ସଦରବ୍ଲକ ବରଦାପାଳ ପଂଚାୟତକୁ ଏକ ଘଟଣାର ତଦନ୍ତ କରିବାକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ମିଳିଲା ଯେ କୁସୁମିତା ଗାଁରେ ଗୋଟିଏ ପରିବାରର ୪ଟି ଶିଶୁ ନଖାଇ ନପିଇ ଘରେ ପଡ଼ିରହିଛନ୍ତି। ଖବର ପାଇବା ପରେ ତଦନ୍ତ ଅଧାରେ ଛାଡ଼ି ସ୍ଥାନୀୟ ଦୋକାନରୁ କିଛି ବିସ୍କୁଟ ଧରି କୁସୁମିତା ବାହାରିଗଲେ ସ୍ମୃତିପ୍ରଭା। ସେଠାରେ ପହଞ୍ଚି ଛୋଟ ଶିଶୁମାନଙ୍କୁ ଭେଟି ସାଙ୍ଗରେ ନେଇଥିବା ଖାଇବା ଦେଇଥିଲେ। ଏଥିସହ ସେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ଯାହା ପରେ ସିଡବ୍ଲସି ଓ ଶିଶୁ ସୁରକ୍ଷା ସମିତି ସେଠାରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରି ସହରରେ ଥିବା ସେଲଟର୍‌ ହୋମକୁ ନେଇଆସିଥିଲେ। ଘଟଣାଟି ଏବେ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ୍‌ ହେଉଛି।

ସୂଚନା ଅନୁଯାୟୀ ପିଲାଙ୍କର ମାଆ ଅନ୍ୟ ଏକ ପୁରୁଷ ସାଙ୍ଗରେ ପଳାଇବା ପରେ ତାଙ୍କ ବାପା ସବୁବେଳେ ନିଶାସକ୍ତ ହୋଇ ପଡ଼ି ରହୁଛନ୍ତି। ଏଣୁ ଛୁଆମାନଙ୍କର ଯତ୍ନ ନେଇ ପାରୁନାହାଁନ୍ତି। ଫଳରେ ଛୁଆମାନେ ଭୋକଉପାସରେ ଡହଳ ବିକଳ ହୋଇ ଦିନ କାଟୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story