୨୦୨୦ରୁ ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା, ଆସନ୍ତା ବର୍ଷ ସାମାନ୍ୟ ପରିବର୍ତ୍ତନ ହେବ

କଟକ (ଓଡ଼ିଶା ରିପୋର୍ଟର): ପୁଣି ବଦଳିବ ମାଟ୍ରିକ ପରୀକ୍ଷା ପଦ୍ଧତି। ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାରେ ଆଉ କିଛି ଉନ୍ନତି ଆଣିବା ପାଇଁ ଚଳିତ ଶିକ୍ଷାବର୍ଷଠାରୁ ପରୀକ୍ଷା ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)। ନୂଆ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ରରେ ସେଭଳି କିଛି ପରିବର୍ତ୍ତନ ହୋଇ ନଥିଲେ ମଧ୍ୟ ଉଭୟ ଅବଜେକ୍‌ଟିଭ୍ ଓ ସବ୍‌ଜେକ୍‌ଟିଭ୍‌ ବିଷୟରେ ପାଇଁ ଅତି କମ୍‌ରେ ୧୫ ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଯାହାଫଳରେ ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ରର କେବଳ ଗୋଟିଏ […]

matric-exam

matric-exam

Jitendra Garnayak
  • Published: Thursday, 30 August 2018
  • Updated: 30 August 2018, 01:56 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ପୁଣି ବଦଳିବ ମାଟ୍ରିକ ପରୀକ୍ଷା ପଦ୍ଧତି। ପ୍ରଚଳିତ ପରୀକ୍ଷା ବ୍ୟବସ୍ଥାରେ ଆଉ କିଛି ଉନ୍ନତି ଆଣିବା ପାଇଁ ଚଳିତ ଶିକ୍ଷାବର୍ଷଠାରୁ ପରୀକ୍ଷା ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)।

ନୂଆ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ରରେ ସେଭଳି କିଛି ପରିବର୍ତ୍ତନ ହୋଇ ନଥିଲେ ମଧ୍ୟ ଉଭୟ ଅବଜେକ୍‌ଟିଭ୍ ଓ ସବ୍‌ଜେକ୍‌ଟିଭ୍‌ ବିଷୟରେ ପାଇଁ ଅତି କମ୍‌ରେ ୧୫ ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଛି। ଯାହାଫଳରେ ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ରର କେବଳ ଗୋଟିଏ ବିଭାଗକୁ ଗୁରୁତ୍ୱ ନଦେଇ ଉଭୟ ସବ୍‌ଜେକ୍‌ଟିଭ୍‌ ଓ ଅବଜେକ୍‌ଟିଭ୍ ବିଷୟରେ ପାସ୍‌ ମାର୍କ ରଖିବାକୁ ପଡ଼ିବ ବୋଲି ବୋର୍ଡ ସଭାପତି ଡା. ଜାହାନ ଆରା ବେଗମ୍‌ କହିଛନ୍ତି।

ଚଳିତ ବର୍ଷଠୁ ୩ ସେଟ୍‌ ବଦଳରେ ଅଲଗା ଅଲଗା ୪ ସେଟ୍‌ ପ୍ରଶ୍ନପତ୍ର ମାଧ୍ୟମରେ ପରୀକ୍ଷା କରାଯିବ। ଅବଜେକ୍‌ଟିଭ୍ ବିଷୟରେ ଅତି କମ୍‌ରେ ୧୦ ପ୍ରତିଶତ ପ୍ରୟୋଗାତ୍ମକ ଓ ଦକ୍ଷତା ପରିମାପକ ପ୍ରଶ୍ନ ରହିବ ବୋଡି ବୋର୍ଡ ପରୀକ୍ଷା ନିୟନ୍ତ୍ରଣକ ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି।

ଏହାସହ ୨୦୨୦ ମାଟ୍ରିକ ପରୀକ୍ଷାରୁ ଓଏମ୍‌ଆର୍‌ ସିଟ୍ ପଦ୍ଧତିକୁ ସମ୍ପୂର୍ଣ୍ଣ ଉଠାଇଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ଏବେ ନବମ ଶ୍ରେଣୀରେ ପଢୁଥିବା ପିଲାଙ୍କ ପାଇଁ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ। ନୂଆ ବ୍ୟବସ୍ଥାରେ ପ୍ରଶ୍ନପତ୍ରରେ ଆଉ ମଲଟିପୁଲ୍‌ ଅପ୍‌ସନ୍‌ ରହିବନି। ୫୦ ପ୍ରତିଶତ ଅବ୍‌ଜେକ୍‌ଟିଭ୍ ପ୍ରଶ୍ନର ଉତ୍ତର ଓଏମ୍‌ଆର୍‌ ବଦଳରେ ପିଲାମାନେ ଉତ୍ତର ଖାତାରେ ଲେଖିବେ। ଆଉ ପୂର୍ବ ଭଳି ୫୦ ପ୍ରତିଶତ ସବ୍‌ଜେକ୍‌ଟିଭ୍‌ ରହିବ। ଫଳରେ ୨୦୨୦ ମାଟ୍ରିକ୍ ପରୀକ୍ଷାରେ ଆଉ କୌଣସି ଦ୍ୱନ୍ଦ୍ୱ ରହିବନି ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

ମାଟ୍ରିକ ପରୀକ୍ଷାରେ ସଂସ୍କାର ଆଣିବାକୁ ୨୦୧୪ରେ ଓଏମ୍‌ଆର୍‌ ସିଟ୍‌ରେ ବ୍ୟବସ୍ଥା କରିଥିଲେ ବୋର୍ଡ କର୍ତ୍ତୃପକ୍ଷ। ହେଲେ ଏଥିରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେବାରୁ ପୁଣି ପରୀକ୍ଷା ଫର୍ମାଟ୍‌ରେ ପରିବର୍ତ୍ତନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story