ଜେଏସଡବ୍ଲ୍ୟୁ ପ୍ରକଳ୍ପ: ମାର୍ଚ୍ଚ ୫ରେ ଢିଙ୍କିଆରେ ଜନଶୁଣାଣି କରିବେ ହାଇକୋର୍ଟ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଂଚଳରେ ଜେଏସଡବ୍ଲ୍ୟୁ କମ୍ପାନୀ ଦ୍ୱାରା ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ମଧ୍ୟରେ ଛକାପଞ୍ଝା ଚାଲିଥିବାବେଳେ ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଢିଙ୍କିଆ ବିବାଦ ଅନୁଧ୍ୟାନ ପାଇଁ ହାଇକୋର୍ଟ ଗଢ଼ିଥିବା ୫ଜଣିଆ କମିଟିକୁ ଆସନ୍ତା ମାର୍ଚ୍ଚ ୫ତାରିଖରେ ସେହି ଗାଁ’ରେ ଜନଶୁଣାଣି କରିବାକୁ କହିଛନ୍ତି। ଆଉ ଏହି ଶୁଣାଣିବେଳେ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ତାହା […]

High Court

High Court

Ordigital Desk
  • Published: Wednesday, 23 February 2022
  • Updated: 23 February 2022, 10:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଂଚଳରେ ଜେଏସଡବ୍ଲ୍ୟୁ କମ୍ପାନୀ ଦ୍ୱାରା ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନକୁ ନେଇ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ମଧ୍ୟରେ ଛକାପଞ୍ଝା ଚାଲିଥିବାବେଳେ ଓଡ଼ିଶା ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଢିଙ୍କିଆ ବିବାଦ ଅନୁଧ୍ୟାନ ପାଇଁ ହାଇକୋର୍ଟ ଗଢ଼ିଥିବା ୫ଜଣିଆ କମିଟିକୁ ଆସନ୍ତା ମାର୍ଚ୍ଚ ୫ତାରିଖରେ ସେହି ଗାଁ’ରେ ଜନଶୁଣାଣି କରିବାକୁ କହିଛନ୍ତି। ଆଉ ଏହି ଶୁଣାଣିବେଳେ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲୀଧର ଓ ଜଷ୍ଟିସ ଆରକେ ପଟ୍ଟନାୟକଙ୍କ ଖଣ୍ଡପୀଠ ଆଜି ଢିଙ୍କିଆ ବିବାଦର ଅନୁଧ୍ୟାନ ନିମନ୍ତେ ହାଇକୋର୍ଟ ଗଢ଼ିଥିବା ୫ଜଣିଆ କମିଟିକୁ ଆସନ୍ତା ମାର୍ଚ୍ଚ ୫ତାରିଖରେ ଢିଙ୍କିଆ ଅଂଚଳରେ ଜନଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟକୁ ମାର୍ଚ୍ଚ ୮ତାରିଖ ସୁଦ୍ଧା ଦାଖଲ କରିବାକୁ କହିବା ସହ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୧ତାରିଖରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି ।

ଉଳ୍ଲେଖଯୋଗ୍ୟ, ଢିଙ୍କିଆରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କର ମନାବଧିକାର ଉଲ୍ଲଘଂନ ଓ ପ୍ରଶାସନର ଦାଦାଗିରି ତଥା ଅତ୍ୟାଚାରକୁ ଅନୁଧ୍ୟାନ ନିମନ୍ତେ ହାଇକୋର୍ଟ ଏକ ୫ଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ଢିଙ୍କିଆ ଅଂଚଳ ଗସ୍ତ କରିଥିବାବେଳେ ପୁଲିସ ଉପସ୍ଥିତିରେ ସେଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । କମିଟି ସଦସ୍ୟମାନେ ମଧ୍ୟ ଗାଁ ଲୋକଙ୍କ ସହ ଠିକ୍ ଭାବେ ଆଲୋଚନା କରିବା ସମ୍ଭବପର ହୋଇନଥିଲା ଓ ସେମାନେ ଅସନ୍ତୋଷ ବ୍ୟକ୍ତ କରି ଫେରିଥିଲେ ।

ଏହି କମିଟି ଆଜି ହାଇକୋର୍ଟରେ ୪ଟି ଭିନ୍ନ ଭିନ୍ନ ରିପୋର୍ଟ ଦାଖଲ କରିଛନ୍ତି । ଖଣ୍ଡପୀଠ ଅନୁଭବ କରିଛନ୍ତି ଯେ, କେତେକ କାରଣ ଯୋଗୁ ଗତଥର ଗାଁ ଲୋକମାନଙ୍କ ସହ କମିଟି ସଦସ୍ୟମାନେ ଠିକ୍ ଭାବେ ଆଲୋଚନା କରିପାରିନାହାନ୍ତି । ତେଣୁ କମିଟି ସମ୍ମୁଖରେ ଗାଁ ଲୋକ, ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁକ୍ତ ଭାବେ ଯେପରି ନିଜର ମତ ରଖିପାରିବେ ସେଥିପାଇଁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ୫ଜଣିଆ କମିଟିରେ ୨ଜଣ ସରକାରୀ ଓକିଲ ଓ ୩ଜଣ ପିଟିସିନର ଓକିଲ ଅଛନ୍ତି । କମିଟି ଦ୍ୱାରା ଜନଶୁଣାଣିବେଳେ କୌଣସି ପ୍ରକାରର ବିଶୃଙ୍ଖଳା ହେବନି ଓ ସମସ୍ତ ଘଟଣାକ୍ରମର ଭିଡିଓ ରେକର୍ଡିଂ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଚନ୍ତି ।

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏହି ୫ଜଣିଆ କମିଟି ଫେବୃୟାରୀ ୧୯ତାରିଖରେ ଢିଙ୍କିଆ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବାବେଳେ ସେଠାରେ ପ୍ରକଳ୍ପ ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ । ପ୍ରକଳ୍ପ ପାଇଁ ନିଜର ପାନ ବରଜ ଭଙ୍ଗାକୁ ବିରୋଧ କରୁଥିବା ଗାଁ ଲୋକଙ୍କ ଉପରେ ପୁଲିସ ଗତ ଜାନୁୟାରୀ ମାସରେ ଲାଠି ମାଡ଼ କରିଥିଲେ । ଯାହାକୁ ଅନୁଧ୍ୟାନ ପାଇଁ ଏହି ୫ଜଣିଆ କମିଟି ଢିଙ୍କିଆ ଗସ୍ତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story