ଓଡ଼ିଶା ହାଇକୋର୍ଟ ଇତିହାସରେ ପ୍ରଥମ; ଆଜି ବସିଲା ଫୁଲ୍ ବେଞ୍ଚ

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟ ରେଜିଷ୍ଟ୍ରାର୍  ଦାଏର କରିଥିବା ଏକ ମାମଲାର ଶୁଣାଣି କରିବାକୁ  ଆଜି ହାଇକୋର୍ଟର ଫୁଲ୍ ବେଞ୍ଚ ବସିଥିବା ଜଣାଯାଇଛି।  ଓଡ଼ିଶା ହାଇକୋର୍ଟ ଇତିହାସରେ କୌଣସି ମାମଲାରେ ଫୁଲ୍ ବେଞ୍ଚ ଶୁଣାଣି କରିବାରେ ଏହା ହେଉଛି ପ୍ରଥମ ଘଟଣା ।  ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ବିଚାରପତି ସାମିଲ ହୋଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟର ବାର୍ ଆସୋସିଏସନ ସହିତ ରାଜ୍ୟର ଅନ୍ୟ ଓକିଲ ସଂଘ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ଏଥିଯୋଗୁ କୋର୍ଟ […]

highcourt-3

highcourt-3

Niharika Rout
  • Published: Tuesday, 15 October 2019
  • Updated: 15 October 2019, 01:17 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟ ରେଜିଷ୍ଟ୍ରାର୍  ଦାଏର କରିଥିବା ଏକ ମାମଲାର ଶୁଣାଣି କରିବାକୁ  ଆଜି ହାଇକୋର୍ଟର ଫୁଲ୍ ବେଞ୍ଚ ବସିଥିବା ଜଣାଯାଇଛି।  ଓଡ଼ିଶା ହାଇକୋର୍ଟ ଇତିହାସରେ କୌଣସି ମାମଲାରେ ଫୁଲ୍ ବେଞ୍ଚ ଶୁଣାଣି କରିବାରେ ଏହା ହେଉଛି ପ୍ରଥମ ଘଟଣା ।  ଏହି ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ବିଚାରପତି ସାମିଲ ହୋଇଛନ୍ତି।

ବିଭିନ୍ନ ପ୍ରସଙ୍ଗରେ ହାଇକୋର୍ଟର ବାର୍ ଆସୋସିଏସନ ସହିତ ରାଜ୍ୟର ଅନ୍ୟ ଓକିଲ ସଂଘ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ଏଥିଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏପରିକି ମାସ ମାସ ଧରି କୋର୍ଟ କାମ ଚାଲି ପାରୁନାହିଁ । ଏହା ଦ୍ୱାରା ସାଧାରଣ ଲୋକ ବି  ହଇରାଣ ହେଉଛନ୍ତି। ଏହା ବିରୋଧରେ ନିଜେ ରେଜିଷ୍ଟ୍ରାର୍ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ ।

ଆଜି ଏହି ମାମଲାର ଶୁଣାଣି ହୋଇଥିବା ବେଳେ  ହାଇକୋର୍ଟ  ବାର୍ ଆସୋସିଏସନ, ଜାତୀୟ ଓକିଲ ସଂଘ, ରାଜ୍ୟ ଓକିଲ ସଂଘ ଏବଂ ରାଜ୍ୟର ସମସ୍ତ ଓକିଲ ସଂଘର କର୍ମକର୍ତ୍ତାଙ୍କୁ ନୋଟିସ୍ ହୋଇଛି । ଏଥି ସହିତ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବଙ୍କୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ୨୧ ତାରିଖ ସୁଦ୍ଧା ଏହାର ଜବାବ ଦେବାକୁ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story