ମାଳ ମାଳ ଅଭିଯୋଗ ପରେ ଚେତା ପଶିଲା; ରାଗିଂ ରୋକିବାକୁ ଚିଠି ଲେଖିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କୋଣ ଅନୁକୋଣରୁ ରାଗିଂ ଅଭିଯୋଗ ଆସିବା ପରେ ଚେତା ପଶିଲା ଶିକ୍ଷା ବିଭାଗର। ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ରାଜ୍ୟର୍ବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ। ଚିଠିରେ ଉଲ୍ଲେଖ ରହିଛି, ଆଡମିଶନ୍‌ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାନ୍ତୁ। ଅନ୍‌ଲାଇନ୍‌/ଅଫଲାଇନରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ। ଲିଫ୍‌ଲେଟ୍‌ କିମ୍ବା କଲେଜ କାନ୍ଥରେ […]

Ragging

Ragging

Manoranjan Sial
  • Published: Wednesday, 03 August 2022
  • Updated: 03 August 2022, 07:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର କୋଣ ଅନୁକୋଣରୁ ରାଗିଂ ଅଭିଯୋଗ ଆସିବା ପରେ ଚେତା ପଶିଲା ଶିକ୍ଷା ବିଭାଗର। ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ରାଜ୍ୟର୍ବ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ସଚିବ।

ଚିଠିରେ ଉଲ୍ଲେଖ ରହିଛି, ଆଡମିଶନ୍‌ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାନ୍ତୁ। ଅନ୍‌ଲାଇନ୍‌/ଅଫଲାଇନରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ। ଲିଫ୍‌ଲେଟ୍‌ କିମ୍ବା କଲେଜ କାନ୍ଥରେ ହେଲନ୍‌ଲାଇନ ନଂ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ସହ ପିଲାଙ୍କୁ ସତର୍କ କରାଇବାକୁ କୁହାଯାଇଛି। ଆଣ୍ଟି ରାଗିଂ ସ୍କ୍ୱାଡ ହଷ୍ଟେଲ୍‌ ଓ କ୍ଲାସ ରୁମ୍‌ ବୁଲି ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଗିଂ ପ୍ରମାଣିତ ହେଲେ କିମ୍ବା ଉସକାଇ ଥିଲେ FIR ପାଇଁ ପରାମର୍ଶ ଦିଆଯାଇଛି। ଏପରିକି FIR ପଦକ୍ଷେପକୁ ଅପେକ୍ଷା ନ କରି କଲେଜ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଉଚ୍ଚ ଶିକ୍ଷା ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାରୁ ପ୍ରକାଶ, ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ରାଜ୍ୟର ପ୍ରତିଷ୍ଠିତ ମହାବିଦ୍ୟାଳୟ ବିଜେବି ନାଁରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସିନିୟର ଛାତ୍ରୀଙ୍କ ରାଗିଂ ଯୋଗୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା। ଏହି ଖବର ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା। କେବଳ ବିଜେବି ନୁହେଁ, ରାଜ୍ୟର କୋଣ  ଅନୁକୋଣରୁ ମଧ୍ୟ ଆସିଥିଲା ରାଗିଂ ଅଭିଯୋଗ। ଏହାକୁ ନେଇ ଅଭିଭାବକ, ଛାତ୍ର ନେତା ଓ ଶିକ୍ଷାବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏପରିକି କଂଗ୍ରେସ ଓ ବିଜେପି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story