ବନ୍ଧା ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଝାଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି। ବୁଧବାର ଭୁବନାନନ୍ଦଙ୍କ ୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ତେବେ ଗତକାଲି ଭୁବନାନନ୍ଦଙ୍କୁ ଆୟର ସ୍ରୋତ ବିଷୟରେ ପଚରାଉଚରା କରିଥିଲା ଭିଜିଲାନ୍ସ। ଭୁବନାନନ୍ଦ ଭିଜିଲାନ୍ସକୁ ଏତେ ପରିମାଣର ଆୟର ସୂତ୍ର ଦେଇ ପାରିନଥିଲେ। ଭୁବାନାନନ୍ଦ କିଛି ଅର୍ଥ ବ୍ୟାଙ୍କରୁ ଋଣ ଆଣିଥିବା ଦେଖାଇଥିଲେ। କିନ୍ତୁ ଏତେ ପରିମାଣର ଆୟର ସୂତ୍ର ଦେଇ ନ […]

teacher

teacher

Ranjit Kumar Jena
  • Published: Thursday, 15 October 2020
  • Updated: 15 October 2020, 01:55 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଝାଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି। ବୁଧବାର ଭୁବନାନନ୍ଦଙ୍କ ୫ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ତେବେ ଗତକାଲି ଭୁବନାନନ୍ଦଙ୍କୁ ଆୟର ସ୍ରୋତ ବିଷୟରେ ପଚରାଉଚରା କରିଥିଲା ଭିଜିଲାନ୍ସ।

ଭୁବନାନନ୍ଦ ଭିଜିଲାନ୍ସକୁ ଏତେ ପରିମାଣର ଆୟର ସୂତ୍ର ଦେଇ ପାରିନଥିଲେ। ଭୁବାନାନନ୍ଦ କିଛି ଅର୍ଥ ବ୍ୟାଙ୍କରୁ ଋଣ ଆଣିଥିବା ଦେଖାଇଥିଲେ। କିନ୍ତୁ ଏତେ ପରିମାଣର ଆୟର ସୂତ୍ର ଦେଇ ନ ପାରିବାରୁ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଭୁବନାନନ୍ଦଙ୍କ ୧୦ଟି ଠିକଣାରେ କାଲି ଚଢ଼ାଉ ହୋଇଥିଲା।

ଭୁବନାନନ୍ଦଙ୍କର ମୋଟ୍‌ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବ୍ରହ୍ମପୁରରେ ୩ କୋଟି ଟଙ୍କାର ମୂଲ୍ୟର ୨ଟି ଘର ଥିବା ବେଳେ ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ। ବ୍ରହ୍ମପୁରରେ ୩୮ ଲକ୍ଷ ଟଙ୍କାର ୧୦ଟି ପ୍ଲଟ ମଧ୍ୟ ଅଛି। ପୁରୀ ଓ ଗୋପାଳପୁରରେ ଅଛି ଆପାର୍ଟମେଣ୍ଟ। ଏହାଛଡ଼ା ଏଲ୍‌ଆଇସିରେ ସେ ନିବେଶ କରିଛନ୍ତି ୨୦ ଲକ୍ଷ ଟଙ୍କାରୁ ଅଧିକ। ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍‌ବୁକ୍‌ ଓ କିଛି ଗାଡ଼ି ମୋଟର ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story