ମନ୍ତ୍ରୀଙ୍କ ବ୍ୟସ୍ତତା, ଶାଳୀନତା ବି ଭୁଲିଗଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଆବଶ୍ୟକ ବିଚାରବିମର୍ଶ ଓ ରଣନୀତି ପ୍ରସ୍ତୁତ ନିମନ୍ତେ ଭାରତୀୟ ଚ୍ୟାମ୍ବର୍ସ ଅଫ କମର୍ସ(ଆଇସିସି) ସହାୟତାରେ ରାଜ୍ୟ ସରକାର ଆଜି ଏକ ୱେବ୍ କନଫରେନ୍ସର ଆୟୋଜନ କରିଥିଲେ। ରାଜ୍ୟ ସରକାରଙ୍କ ଏମଏସଏମଇ ଓ ଅର୍ଥ ବିଭାଗ ଏହି କାର୍ଯ୍ୟକ୍ରମରେ ମିଳିତ ଭାବେ ଆୟୋଜକ ଥିଲେ ମଧ୍ୟ ଏଥିରେ ସାମିଲ ହୋଇଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆଚରଣକୁ ନେଇ ଏବେ […]

minister

minister

Manoranjan Sial
  • Published: Friday, 19 June 2020
  • Updated: 19 June 2020, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଆବଶ୍ୟକ ବିଚାରବିମର୍ଶ ଓ ରଣନୀତି ପ୍ରସ୍ତୁତ ନିମନ୍ତେ ଭାରତୀୟ ଚ୍ୟାମ୍ବର୍ସ ଅଫ କମର୍ସ(ଆଇସିସି) ସହାୟତାରେ ରାଜ୍ୟ ସରକାର ଆଜି ଏକ ୱେବ୍ କନଫରେନ୍ସର ଆୟୋଜନ କରିଥିଲେ। ରାଜ୍ୟ ସରକାରଙ୍କ ଏମଏସଏମଇ ଓ ଅର୍ଥ ବିଭାଗ ଏହି କାର୍ଯ୍ୟକ୍ରମରେ ମିଳିତ ଭାବେ ଆୟୋଜକ ଥିଲେ ମଧ୍ୟ ଏଥିରେ ସାମିଲ ହୋଇଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଆଚରଣକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା। ୱେବ କନଫରେନ୍ସରେ ଯୋଗ ଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ମିଶ୍ର ପୂର୍ବରୁ ସହମତି ଦେଇଥିଲେ ମଧ୍ୟ କାରରେ ଯିବାସମୟରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବା ତାଙ୍କର ଦାୟିତ୍ୱହୀନ ଆଚରଣକୁ ପଦାରେ ପକାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ,କରୋନା ସଙ୍କଟ ଯୋଗୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅର୍ଥ ବ୍ୟବସ୍ଥାକୁ ସୁଧାର ଆଣି ଏମଏସଏମଇ କ୍ଷେତ୍ରର ଉଦ୍ୟୋଗୀମାନଙ୍କୁ କିଭଳି ପ୍ରୋତ୍ସାହନ ଦିଆଯାଇ ପାରିବ ସେ ପ୍ରସଙ୍ଗରେ ବିଚାରବିମର୍ଶ ନିମନ୍ତେ ଓଡ଼ିଶା ଏମଏସଏମଇ ଓ ଅର୍ଥ ବିଭାଗ ଏବଂ ଆଇସିସି ମିଳିତ ଭାବେ ଏକ ୱେବ୍ କନଫରେନ୍ସର ଆୟୋଜନ କରିଥିଲେ। ଆଇସିସି ଓଡ଼ିଶା ଶାଖାର ବିତ୍ତ ଓ ଟିକସ କମିଟିର ଆବାହକ ରାଜୀବ ଶେଖର ସାହୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ହାଇଦ୍ରାବାଦସ୍ଥିତ ସିଡବି ସାଧାରଣ ପରିଚାଳକ ସଞ୍ଜୟ ଜୈନ, ଆଇସିଆଇସିଆଇ ବ୍ୟାଙ୍କର ଜୋନାଲ ମୁଖ୍ୟ ପ୍ରଦୋଷ ରଞ୍ଜନ ରାଉତ, ଆଇସିସି ସଦସ୍ୟ ମାତୃଦତ୍ତ ମିଶ୍ର, ଆଇସିସି ପରାମର୍ଶ କମିଟି ସଦସ୍ୟ ରାଜେନ୍ ପାଢ଼ୀଙ୍କ ସମେତ ରାଜ୍ୟ ଅର୍ଥ ସଚିବ ଅଶୋକ କୁମାର ମୀନା ପ୍ରମୁଖ ରାଜ୍ୟରେ ଏମଏସଏମଇ କ୍ଷେତ୍ର କିଭଳି ପୁଣିଥରେ ସକ୍ରିୟ ହୋଇପାରିବ ସେ ନେଇ ମତ ବ୍ୟକ୍ତ କରିଥିଲେ। ଏହି ସମସ୍ତ ବ୍ୟକ୍ତି ନିଜ ନିଜ ଅଫିସ୍ ଓ ଘରୁ ଏହି ୱେବ କନଫରେନ୍ସରେ ସାମିଲ ହୋଇଥିବାବେଳେ ରାଜ୍ୟ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଅତ୍ୟନ୍ତ ହାଲୁକା ଭାବେ ନେଇ କାରରେ ଯିବାସମୟରେ ସେଥିରେ ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ର ଅଫିସ୍ କିମ୍ବା ଘରେ ରହି ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପରିବର୍ତ୍ତେ ସାଧାରଣ ଶାଳୀନତାକୁ କିଭଳି ଭୁଲି ଯାଇଥିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ଅବଶ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ, କରୋନା ଯୋଗୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଗ୍ରାମୀଣ ଅର୍ଥନୀତି ଏବେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି। ଯାହା ଏକ ଶୁଭସଙ୍କେତ। ଲୋକଙ୍କ ଚାହିଁଦା ସୃଷ୍ଟି ପାଇଁ ଅର୍ଥ ବିନିଯୋଗ କରିବା ଆବଶ୍ୟକ ଓ ଏହାଦ୍ୱାରା ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ହୋଇପାରିବ।

ସେହିପରି ଅର୍ଥ ସଚିବ ଶ୍ରୀ ମୀନା କହିଥିଲେ ଯେ ଚଳିତବର୍ଷ ୯୦ହଜାର କୋଟି ଟଙ୍କା ମଧ୍ୟରୁ ଏମଏସଏମଇ କ୍ଷେତ୍ର ପାଇଁ ୩୮ହଜାର କୋଟି ଟଙ୍କାର ପ୍ରାବଧାନ ରହିଛି। ସରକାରଙ୍କଠୁ ଯାହା ପ୍ରାପ୍ୟ ତାକୁ ତୁରନ୍ତ ଏମସଏମଇକୁ ପୈଠ କରାଯିବାକୁ ନେଇ ରୀତିମତ ଭାବେ ମନିଟରିଂ କରାଯାଉଛି। ଏଥିପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇ ଦୁଃସ୍ଥିତିରେ ଥିବା ଏମଏସଏମଇ କ୍ଷେତ୍ରକୁ ସହଯୋଗ କରିବାକୁ ଉପାୟମାନ ବାହାର କରାଯାଉଛି। ଏମଏସଏମଇଗୁଡ଼ିକ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ‘ଜିଇଏମ’ର ଫାଇଦା ଉଠାଇବାକୁ ସେ କହିଥିଲେ। ଏହି ଅବସରରେ ଆଇସିସି ପକ୍ଷରୁ ଏମଏସଏମଇ ପାଇଁ ରହିଥିବା କେତେକ ସ୍କିମ ଉପରେ ଆଲୋଚନା ହେବା ସହ ବ୍ୟାଙ୍କଗୁଡ଼ିକ ରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ମତ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story