୪୦ କିମି ଭାରରେ ବୁହା ହେଲା ଶବ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଅର୍ଥ ଅଭାବରୁ ମୃତଦେହକୁ ମିଳିଲାନି ସମ୍ମାନ। ୪୦ କିଲୋମିଟର ମୃତଦେହ ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ। ଗତ କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ ଫୁଲିବାରେ ଲାଗିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ଧରି […]

malkangiri

malkangiri

Jyoshna Pradhan
  • Published: Thursday, 31 October 2019
  • Updated: 31 October 2019, 02:57 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଅର୍ଥ ଅଭାବରୁ ମୃତଦେହକୁ ମିଳିଲାନି ସମ୍ମାନ। ୪୦ କିଲୋମିଟର ମୃତଦେହ ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ।

ଗତ କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ ଫୁଲିବାରେ ଲାଗିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ଧରି ଆସିଥିଲେ।

ଏହାପରେ ତାଙ୍କୁ ଗୁରୁଗୁଡ଼ାରେ ଥିବା ଜଣେ ଗୁଣିଆଙ୍କ ନିକଟକୁ ଝଡ଼ାଫୁଙ୍କା ପାଇଁ ନିଆଯାଇଥିଲା। ମାତ୍ର ଗତକାଲି ରାତି ପ୍ରାୟ ୮ଟା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ଗାଁକୁ ନେବା ପାଇଁ ଟଙ୍କା ନଥିବାରୁ ପରିବାର ଲୋକେ ଏବଂ ସମ୍ପର୍କୀୟ ମୃତଦେହକୁ ପାହାଡ଼ିଆ ଜଙ୍ଗଲ ରାସ୍ତାରେ ଏକ ଭାର କରି ବୋହି ବୋହି ଗାଁକୁ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story