ସଚିବାଳୟକୁ ଆସୁଥିବା ନେତା କେତେ ମାନୁଛନ୍ତି ଟ୍ରାଫିକ୍‌ ନିୟମ, ଦେଖନ୍ତୁ କିଛି ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଏବେ ଟ୍ରାଫିକ୍ ଯାଞ୍ଚ କଡ଼ାକଡ଼ି ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଧରପଗଡ଼ ଜୋରଦାର ହୋଇଛି। ହେଲେ ଏ ଯାଞ୍ଚ କେବଳ କ’ଣ ସାଧାରଣ ଲୋକଙ୍କ ପାଇଁ ବୋଲି  ପ୍ରଶ୍ନ ଉଠିଛି। କାରଣ ରାଜଧାନୀରେ ବେଧଡ଼କ ଗାଡ଼ିରେ ଯାଆସ କରୁଥିବା ରାଜନୈତିକ ଦଳ ନେତା ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି।  ଏନେଇ ସଚିବାଳୟକୁ ଆସୁଥିବା ନେତା କେତେ ଟ୍ରାଫିକ୍ ନିୟମ […]

BJD

BJD

Jyoshna Pradhan
  • Published: Thursday, 12 September 2019
  • Updated: 12 September 2019, 02:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଏବେ ଟ୍ରାଫିକ୍ ଯାଞ୍ଚ କଡ଼ାକଡ଼ି ହୋଇଛି। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଧରପଗଡ଼ ଜୋରଦାର ହୋଇଛି। ହେଲେ ଏ ଯାଞ୍ଚ କେବଳ କ’ଣ ସାଧାରଣ ଲୋକଙ୍କ ପାଇଁ ବୋଲି  ପ୍ରଶ୍ନ ଉଠିଛି। କାରଣ ରାଜଧାନୀରେ ବେଧଡ଼କ ଗାଡ଼ିରେ ଯାଆସ କରୁଥିବା ରାଜନୈତିକ ଦଳ ନେତା ଏହି ନିୟମକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି।  ଏନେଇ ସଚିବାଳୟକୁ ଆସୁଥିବା ନେତା କେତେ ଟ୍ରାଫିକ୍ ନିୟମ ମାନୁଛନ୍ତି, ଏହାକୁ ନେଇ ଆଜି  ଓଟିଭି ପକ୍ଷରୁ ରିଆଲିଟି ଚେକ୍ କରାଯାଇଥିଲା।  ତେବେ କ୍ୟାମେରା ସମ୍ମୁଖରେ ନେତା, ମନ୍ତ୍ରୀ ଏବଂ ବରିଷ୍ଠ ବିଧାୟକ ଧରାପଡ଼ିଥିଲେ।

ସିଟ୍ ବେଲଟ୍ ପିନ୍ଧି ନଥିବା ନେତାଙ୍କୁ ଯେତେବେଳେ ଏନେଇ ପ୍ରଶ୍ନ କରାଯାଇଥିଲା, ସେ କ୍ୟାମେରାକୁ ଦେଖି ନିଜ ଦୋଷ ମାନିବା ସହ ଆଗାମୀ ଦିନରେ ଏହାକୁ ପାଳନ କରିବେ ବୋଲି କହିଥିଲେ।

ହେଲେ ଏଠି ପ୍ରଶ୍ନ ଉଠୁଛି, ସାଧାରଣଲୋକଙ୍କ ପାଇଁ କଡ଼ା ନିୟମ ଥିବା ବେଲେ କ’ଣ ନେତାଙ୍କ ପାଇଁ ସବୁ ମାଫ୍‌।

https://youtu.be/_m1etjFj4uY

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story