ହୃଷିକେଶ ମଲ୍ଲିକ ପାଇଲେ ସମ୍ମାନଜନକ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ଚଳିତବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପାଇଛନ୍ତି। କବିତା ସଙ୍କଳନ ‘ଜେଜେ ଦେଖି ନ ଥିବା ଭାରତ’ ପାଇଁ ହୃଷିକେଶ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ନଗଦ ୫ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ସ୍ୱର୍ଗତ ଦିନାନାଥ ପାଠୀଙ୍କୁ ‘ଇଲା ପଣ୍ଡା ଚିତ୍ରକଳା’ ଓ ଗୁରୁ ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ପ୍ରଦାନ କରାଯାଇଛି। ଉଭୟଙ୍କୁ ୧,୫୦,୦୦୦ […]

sarala-award-6

sarala-award-6

Rakesh Mallick
  • Published: Wednesday, 26 October 2016
  • Updated: 27 October 2016, 10:27 AM IST

Sports

Latest News

sarala-award-6ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ଚଳିତବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପାଇଛନ୍ତି। କବିତା ସଙ୍କଳନ ‘ଜେଜେ ଦେଖି ନ ଥିବା ଭାରତ’ ପାଇଁ ହୃଷିକେଶ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ନଗଦ ୫ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ସ୍ୱର୍ଗତ ଦିନାନାଥ ପାଠୀଙ୍କୁ ‘ଇଲା ପଣ୍ଡା ଚିତ୍ରକଳା’ ଓ ଗୁରୁ ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ପ୍ରଦାନ କରାଯାଇଛି। ଉଭୟଙ୍କୁ ୧,୫୦,୦୦୦ ଟଙ୍କାର ନଗତ ପୁରସ୍କାର ସମେତ ମାନପତ୍ରରେ ସମ୍ମାନିତ କରାଯାଇଛି।

ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଇମ୍ପା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱର୍ଗତ ଡକ୍ଟର ଦିନାନାଥ ପାଠୀ ମରଣୋତ୍ତର ଭାବେ ଏହି ସମ୍ମାନ ପାଇଛନ୍ତି। ପୁରସ୍କାର ପ୍ରଦାନ ସମାରୋହରେ ବିଶିଷ୍ଟ ଲେଖକ ଚନ୍ଦ୍ରଶେଖର କମ୍ବର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଇମ୍ପାକ୍ଟ ପକ୍ଷରୁ ୧୯୭୯ ମସିହାରୁ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story