ହୃଷିକେଶ ମଲ୍ଲିକ ପାଇଲେ ସମ୍ମାନଜନକ ଶାରଳା ପୁରସ୍କାର

sarala-award-6ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ ଚଳିତବର୍ଷର ସମ୍ମାନଜନକ ଶାରଳା ପୁରସ୍କାର ପାଇଛନ୍ତି। କବିତା ସଙ୍କଳନ ‘ଜେଜେ ଦେଖି ନ ଥିବା ଭାରତ’ ପାଇଁ ହୃଷିକେଶ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ନଗଦ ୫ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଛି। ସେହିଭଳି ସ୍ୱର୍ଗତ ଦିନାନାଥ ପାଠୀଙ୍କୁ ‘ଇଲା ପଣ୍ଡା ଚିତ୍ରକଳା’ ଓ ଗୁରୁ ଡକ୍ଟର ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ‘ଇଲା ପଣ୍ଡା ସଙ୍ଗୀତ ସମ୍ମାନ’ ପ୍ରଦାନ କରାଯାଇଛି। ଉଭୟଙ୍କୁ ୧,୫୦,୦୦୦ ଟଙ୍କାର ନଗତ ପୁରସ୍କାର ସମେତ ମାନପତ୍ରରେ ସମ୍ମାନିତ କରାଯାଇଛି।

ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଇମ୍ପା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସ୍ୱର୍ଗତ ଡକ୍ଟର ଦିନାନାଥ ପାଠୀ ମରଣୋତ୍ତର ଭାବେ ଏହି ସମ୍ମାନ ପାଇଛନ୍ତି। ପୁରସ୍କାର ପ୍ରଦାନ ସମାରୋହରେ ବିଶିଷ୍ଟ ଲେଖକ ଚନ୍ଦ୍ରଶେଖର କମ୍ବର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଇମ୍ପାକ୍ଟ ପକ୍ଷରୁ ୧୯୭୯ ମସିହାରୁ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ଆହୁରି ପଢ଼ନ୍ତୁ

ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ସରପଞ୍ଚଙ୍କ ବାପାଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତିଲେ ମା’ ଓ ଭାଇ

ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ରକ୍ତମୁଖା ଜମି ପିଇଲା ୩ ଜଣଙ୍କ ରକ୍ତ

ମନୁଷ୍ୟକୃତ ବନ୍ୟା: ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାଯୁକ୍ତଙ୍କ ନୋଟିସ୍‌

ରାତି ପାହିଲେ ମହାଷଷ୍ଠୀ ,ଏଥର ସୁନା ଚାନ୍ଦିରେ ଝଟକିବେନି ମା ’

କାମ ମିଳିନାହିଁ, ଶେଷରେ ଦିନ ମଜୁରିଆ ସାଜିଲେ ଇଞ୍ଜିନିୟର

କାଲି ଏହି ୧୫ ମିନିଟ୍‌ ପାଇଁ ବିଜୁଳି ନ ଜାଳିବାକୁ ଆହ୍ୱାନ

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

କାଲି ଅବପାତ ରୂପ ନେବ ଲଘୁଚାପ !

ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି