ରାଜଧାନୀରେ ଅଳିଆ ଗଦାରେ ପଡ଼ିଛି ମଣିଷର ଛିଣ୍ଡା ହାତ ଓ ଗୋଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଅଳିଆ ଗଦାରେ ପଡ଼ିଛି ମଣିଷର ଛିଣ୍ଡା ହାତ ଓ ଗୋଡ଼। ବ୍ୟସ୍ତବହୁଳ ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏସବୁ ପଡ଼ିଛି। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ଦେଖିବାକୁ ମିଳିଛି। ଛିଣ୍ଡା ହାତ ଓ ଗୋଡ଼ କାହାର? ଏହା ଅଳିଆ ଗଦାକୁ କେମିତି ଆସିଲା? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ ମହିଳା ନା ପୁରୁଷର ଜଣାପଡ଼ି […]

Death

Death

Manoranjan Sial
  • Published: Thursday, 14 October 2021
  • Updated: 14 October 2021, 06:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଅଳିଆ ଗଦାରେ ପଡ଼ିଛି ମଣିଷର ଛିଣ୍ଡା ହାତ ଓ ଗୋଡ଼। ବ୍ୟସ୍ତବହୁଳ ରାମ ମନ୍ଦିର ପଛପଟେ ଥିବା ଅଳିଆ ଗଦାରେ ଏସବୁ ପଡ଼ିଛି। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ରେ ଷ୍ଟିଚିଂ ହୋଇଥିବା ଦେଖିବାକୁ ମିଳିଛି। ଛିଣ୍ଡା ହାତ ଓ ଗୋଡ଼ କାହାର? ଏହା ଅଳିଆ ଗଦାକୁ କେମିତି ଆସିଲା? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଳିଆ ଗଦାରେ ପଡ଼ିଥିବା ହାତ ଓ ଗୋଡ଼ ମହିଳା ନା ପୁରୁଷର ଜଣାପଡ଼ି ନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ରାସ୍ତା ପାର୍ଶ୍ୱରେ ଥିବା ଅଳିଆଗଦାରେ ଛିଣ୍ଡା ହାତ ଓ ଗୋଡ଼ ପଡ଼ିଥିବା ସ୍ଥାନୀୟ ଲୋକେ ପ୍ରଥମେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। କମିଶନରେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଡ଼ିଥିବା ଅଙ୍ଗ ପ୍ରତ୍ୟଙ୍ଗ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପାଖରେ ଏକ ମେଡ଼ିକାଲ୍‌ ଥିବାରୁ ସେମାନେ ପକାଇ ଥାଇପାରନ୍ତି। ଦରକାର ପଡ଼ିଲେ ସେମାନଙ୍କୁ ପଚରାଉଚରା କରାଯିବ ବୋଲି ପୁଲିସ କହିବ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଛିଣ୍ଡା ହାତ ଓ ଗୋଡ଼ ବହୁ ପୁରୁଣା। ଏହାକୁ ବହୁଦିନ ଧରି ସଂରକ୍ଷଣ କରି ରଖାଯାଇଥିଲା। ଏବେ ଏହାକୁ ଫିଙ୍ଗି ଦିଆଯାଇଛି। କିନ୍ତୁ ଏଠାରେ ଫିଙ୍ଗିବା ଠିକ୍‌ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story