ସ୍ତ୍ରୀ ମୁହଁରେ ତକିଆ ମାଡ଼ି ମାରିଦେଲା! ପରେ ଚିପ୍ସ ବସ୍ତା ବାନ୍ଧି ପୋଖରୀକୁ ଫିଙ୍ଗିଦେଲା

ସୋର (ନିରଞ୍ଜନ ବେହେରା): ସ୍ତ୍ରୀ ମୁହଁରେ ତକିଆ ମାଡ଼ି ମାରିଦେଲା। ପରେ ମୃତଦେହର ଗୋଡ଼ ଓ ବେକରେ ଚିପ୍ସ ବସ୍ତା ବାନ୍ଧି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ। ଏପରି ବୀଭତ୍ସ ଓ ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି। ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଗାଁର ଧନେଶ୍ୱର ନାୟକ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇତୋରଣା ପଞ୍ଚାୟତ ବିରଞ୍ଚିପୁରଦରାରେ ଘର କରି ରହୁଥିଲେ। ସାଥୀରେ ପତ୍ନୀ ଅନିତା ନାୟକ ଓ ସାନ ପୁଅ ମନୋରଞ୍ଜନ ରହୁଥିଲେ। […]

Soro

Soro

Manoranjan Sial
  • Published: Sunday, 31 July 2022
  • Updated: 31 July 2022, 07:29 PM IST

Sports

Latest News

ସୋର (ନିରଞ୍ଜନ ବେହେରା): ସ୍ତ୍ରୀ ମୁହଁରେ ତକିଆ ମାଡ଼ି ମାରିଦେଲା। ପରେ ମୃତଦେହର ଗୋଡ଼ ଓ ବେକରେ ଚିପ୍ସ ବସ୍ତା ବାନ୍ଧି ପୋଖରୀକୁ ଫିଙ୍ଗିଦେଲା ସ୍ୱାମୀ। ଏପରି ବୀଭତ୍ସ ଓ ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି।

ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱର ଗାଁର ଧନେଶ୍ୱର ନାୟକ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାଇତୋରଣା ପଞ୍ଚାୟତ ବିରଞ୍ଚିପୁରଦରାରେ ଘର କରି ରହୁଥିଲେ। ସାଥୀରେ ପତ୍ନୀ ଅନିତା ନାୟକ ଓ ସାନ ପୁଅ ମନୋରଞ୍ଜନ ରହୁଥିଲେ। ଆଉ ବଡ଼ ପୁଅ ଘଣ୍ଟେଶ୍ୱରରେ ରହୁଥିଲେ। ଧନେଶ୍ୱର କାମଦାମ କରି ଚଳୁଥିଲେ। ହେଲେ ଯାହା ଇନ୍‌କମ୍‌ କରୁଥିଲେ, ସେଥିରେ ମଦ ପିଇ ଦେଉଥିଲେ। ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା ବୋଲି ଅଭିଯୋଗ ହୋଇଛି।

ଗତ ୩ ଦିନ ତଳେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଅନିତା ଶୋଇ ପଡ଼ିଥିଲେ। ସେହି ସମୟରେ ଧନେଶ୍ୱର ତାଙ୍କ ମୁହଁରେ ତକିଆ ପକାଇ ମାରି ଦେଇଥିବା ଅଭିଯୋଗ ହୋଇଥିଲା। ପରେ ମୃତଦେହରେ ଚିପ୍ସ ବସ୍ତ ବାନ୍ଧି ଏକ ଅପରିତ୍ୟକ୍ତ ପୋଖରୀକୁ ଫିଙ୍ଗି ଦେଇଥିଲା। ତା’ପରେ ଘର ଖୋଲା କରି ପୁଅକୁ ନିଜ ଜନ୍ମସ୍ଥାନ ଘଣ୍ଟେଶ୍ୱରକୁ ପଳାଇ ଯାଇଥିଲା।

ସେପଟେ ଅନିତାଙ୍କ ସାନ ଭଉଣୀ ବାରମ୍ୱାର ଫୋନ୍‌ କରୁଥିଲେ। ମାତ୍ର କେହି ଫୋନ୍‌ ଉଠାଉନଥିଲେ। ଫୋନ୍‌ କେହି ନ ଉଠାଇବାରୁ ଅନିତାଙ୍କ ଭଉଣୀଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ସେ ବିରଞ୍ଚିପୁରଦରା ଗାଁ ସ୍ଥିତ ଘରକୁ ଆସିଥିଲେ। ମାତ୍ର ଘର ଖୋଲା ପଡ଼ିଥିବା ଦେଖିଥିବା ବେଳେ କେହି ନଥିବା ଦେଖିବାକୁ ପାଇଥିଲେ। ଆଜି ସେ ଆଉଥରେ ଫୋନ୍‌ କରିଥିଲେ। ଏଥର କିନ୍ତୁ ଫୋନ୍‌ ଧନେଶ୍ୱରଙ୍କ ସାନପୁଅ ମନୋରଞ୍ଜନ ଉଠାଇଥିଲେ। ଫୋନ୍‌ ଉଠାଇବା କ୍ଷଣି ସେ କହିଥିଲେ, ମାଆକୁ ବାପା ମାରି ଫିଙ୍ଗି ଦେଇଛି। ଏକଥା ଶୁଣିବା ପରେ ଅନିତାଙ୍କ ଭଉଣୀ ହତବାକ ହୋଇଯାଇଥିଲେ।

ଗାଁ ଲୋକ ଚାରିଆଡ଼େ ଖୋଜିଥିଲେ ମଧ୍ୟ ଅନିତାଙ୍କ ପତ୍ତା ପାଇନଥିଲେ। ପରେ ଏକ ଅପରିତ୍ୟକ୍ତ ପୋଖରୀରେ ଖୋଜିବାରୁ ମୃତଦେହ ମିଳିଥିଲା। ଅନିତାଙ୍କ ବେକ ଓ ଗୋଡ଼ରେ ଚିପ୍ସ ବସ୍ତା ବାନ୍ଧା ଯାଇଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଧନେଶ୍ୱର ଫେରାର ଥିବା ଜଣାପଡ଼ିଛି। ପୁଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story