ସାତ ଜନମର ଜୀବନସାଥୀକୁ ମାରି ପୋତିଦେଲା ସ୍ୱାମୀ

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ଜୀବନସାଥୀ ହେବାକୁ ଆଶା ବାନ୍ଧିଥିଲେ ସବିତା। ସଂସାର ବି ଗଢ଼ିଲେ। ହେଲେ ଏଇ ଜନମରେ ଯାହାର ହାତ ଧରିଥିଲେ, ସିଏ ନେଇଗଲା ତା’ର ଜୀବନ। ଠେଙ୍ଗା ପାହାରରେ ଚାଲିଗଲା ସବିତାଙ୍କ ଜୀବନ। ଅଧା ରହିଗଲା ସାତ ଜନମର ଜୀବନ ସାଥୀର ସ୍ୱପ୍ନ। ଆଜି ଏମିତି ଏକ ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମାମଲା ରୁଜୁ କରି […]

husband killed his wife in baripada

husband killed his wife in baripada

Rakesh Mallick
  • Published: Friday, 27 July 2018
  • Updated: 27 July 2018, 06:09 PM IST

Sports

Latest News

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ଜୀବନସାଥୀ ହେବାକୁ ଆଶା ବାନ୍ଧିଥିଲେ ସବିତା। ସଂସାର ବି ଗଢ଼ିଲେ। ହେଲେ ଏଇ ଜନମରେ ଯାହାର ହାତ ଧରିଥିଲେ, ସିଏ ନେଇଗଲା ତା’ର ଜୀବନ। ଠେଙ୍ଗା ପାହାରରେ ଚାଲିଗଲା ସବିତାଙ୍କ ଜୀବନ। ଅଧା ରହିଗଲା ସାତ ଜନମର ଜୀବନ ସାଥୀର ସ୍ୱପ୍ନ। ଆଜି ଏମିତି ଏକ ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ବାଙ୍ଗିରିପୋଷି ଥାନା ରଙ୍ଗମାଟିଆ ଗାଁର ବାସ କରନ୍ତି ରାଜକିଶୋର ଦେହୁରି। ପରିବାର କହିଲେ ସ୍ତ୍ରୀ ସବିତା ଓ ୨୦ ବର୍ଷର ପୁଅ। ସଂସାର ରଥ ଠିକ୍‌ଠାକ୍‌ ଚାଲିଥିଲା। ଗତ ୨୫ ତାରିଖ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜକିଶୋର ଏକ ଠେଙ୍ଗାରେ ସବିତାଙ୍କୁ ପିଟି ଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଡ଼ରି ଯାଇଥିଲେ ରାଜକିଶୋର। ଘଟଣା ପ୍ରଘଟ ହେଲେ ଧରାପଡ଼ିଯିବା ଭୟରେ ମୃତଦେହକୁ ନିଜେ ରାଜକିଶୋର ଘର ପଛ ପାର୍ଶ୍ୱରେ ଗାତ ଖୋଳି ପୋତି ଦେଇଥିଲେ।

ଗତ ୩ ଦିନ ଧରି ସବିତାଙ୍କୁ ସାହି-ପଡ଼ିଶା ଦେଖିବାକୁ ପାଇନଥିଲେ। ତାଙ୍କ ସମ୍ପର୍କରେ ପଚାରିଲେ ରାଜକିଶୋର ବିଭିନ୍ନ ବାହାନା କରି କଥା ଏଡ଼ାଇ ଯାଉଥିଲେ। ଯାହାଫଳରେ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ପରେ ଗାଁ ଲୋକେ ଏନେଇ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ।  ରାଜକିଶୋର ପୁଲିସର ଜେରା ବେଳେ ସବୁ ମାନିଥିଲେ। ପୁଲିସ ତାଙ୍କୁ ଅଟକ ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ଗାଁରେ ପହଞ୍ଚି ପୋତାଯାଇଥିବା ମୃତଦେହ ଉଦ୍ଧାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story