ଦାନ୍ତକାଠି ସଂଗ୍ରହ ପାଇଁ ଯାଇଥିଲେ, ଭାଲୁ ମାରିଦେଲା

ବାରିପଦା (ଓଡ଼ିଶା ରିପୋର୍ଟର): ପତ୍ନୀଙ୍କ ସହ ଦାନ୍ତକାଠି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ପାରିଲେ ନାହିଁ। ଜଙ୍ଗଲରେ ଏକ ଭାଲୁର ଆକ୍ରମଣରେ ସ୍ମାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଆଜି ସକାଳେ ଠାକୁରମୁଣ୍ଡା ବ୍ଲକ୍‌ କଉଡ଼ିଆବାହାଳି ଗାଁର ଧରଣୀଧର ହୋ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଉଭୟଙ୍କୁ ଆକ୍ରମଣ […]

bear-attack-123454

bear-attack-123454

Manoranjan Sial
  • Published: Saturday, 06 October 2018
  • Updated: 06 October 2018, 04:10 PM IST

Sports

Latest News

ବାରିପଦା (ଓଡ଼ିଶା ରିପୋର୍ଟର): ପତ୍ନୀଙ୍କ ସହ ଦାନ୍ତକାଠି ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ପାରିଲେ ନାହିଁ। ଜଙ୍ଗଲରେ ଏକ ଭାଲୁର ଆକ୍ରମଣରେ ସ୍ମାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି।

ଏହି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।

ଆଜି ସକାଳେ ଠାକୁରମୁଣ୍ଡା ବ୍ଲକ୍‌ କଉଡ଼ିଆବାହାଳି ଗାଁର ଧରଣୀଧର ହୋ ଓ ତାଙ୍କ ସ୍ତ୍ରୀ ସରସ୍ୱତୀ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଉଭୟଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଧରଣୀଧରଙ୍କ ମୃତ୍ୟୁ ଘଟିଥିବା ବେଳେ ସରସ୍ୱତୀ ଗୁରୁତର ଆହତ ହୋଇଥିଲେ। ସରସ୍ୱତୀଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story