ଆଲ୍‌ବମ୍‌ ଅଭିନେତ୍ରୀ ସିମରନଙ୍କ ବୟଫ୍ରେଣ୍ଡ ଗିରଫ

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମରନ୍ ସିଂହଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ଶେଷରେ କୋର୍ଟଚାଲାଣ କରିଛି ଝାରସୁଗୁଡ଼ା ପୁଲିସ। ସିମ୍‌ରନଙ୍କୁ ଅପହରଣ ଓ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ ତାରିଖରେ ହୋଇଥିବା ଏତଲା ଆଧାରରେ ପୁଲିସ ଧୃବରାଜଙ୍କୁ ଗିରଫ କରିଛି। ସିମରନ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧୃବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ସେପଟେ ଝିଅ ସିମରନଙ୍କୁ ହତ୍ୟା […]

sim-2

sim-2

Manoranjan Sial
  • Published: Saturday, 05 January 2019
  • Updated: 05 January 2019, 08:51 PM IST

Sports

Latest News

ବଲାଙ୍ଗୀର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମରନ୍ ସିଂହଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ଶେଷରେ କୋର୍ଟଚାଲାଣ କରିଛି ଝାରସୁଗୁଡ଼ା ପୁଲିସ। ସିମ୍‌ରନଙ୍କୁ ଅପହରଣ ଓ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ ତାରିଖରେ ହୋଇଥିବା ଏତଲା ଆଧାରରେ ପୁଲିସ ଧୃବରାଜଙ୍କୁ ଗିରଫ କରିଛି।

ସିମରନ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧୃବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ସେପଟେ ଝିଅ ସିମରନଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗି ଦିଆଯାଇଥିଲା ବୋଲି ଆଜି ପୁଣି ଅଭିଯୋଗକୁ ଦୋହରାଇବା ସହ ଏହାର ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାକୁ ସିମରନ୍‌ଙ୍କ ମାଆ ଦାବି କରିଛନ୍ତି।
ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍‌ରନ୍‌ ଓ ସେ ଜଣେ ଆଲ୍‌ବମ୍‌ ଅଭିନେତ୍ରୀ ବୋଲି ଜଣାପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ସିମ୍‌ରନ୍‌ ତାଙ୍କର ଜଣେ ବନ୍ଧୁଙ୍କ ପାଖକୁ ଏକ ଭଏସ୍ ମେସେଜ୍ ପଠାଇଥିବା କୁହାଯାଉଛି। ଏହି ଅଡିଓଟି ଏବେ ଭାଇରାଲ୍ ହୋଇଛି। କିନ୍ତୁ ସେ ଅଡିଓ ଯେ ସିମ୍‌ରନ୍‌ଙ୍କର ତାହା ସ୍ପଷ୍ଟ ହୋଇନି କିମ୍ବା ପୁଲିସ୍ କିଛି କହିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story