ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ଜମି ଓ ଘର ଆବଣ୍ଟନ ଘଟଣାରେ ଆଜି ହାଉସିଂ ବୋର୍ଡ ପକ୍ଷରୁ ୫୩ ଜଣଙ୍କୁ ନୋଟିସ ଜାରି କରାଯାଇଛି । ସେହିପରି ଏକାଧିକ ପ୍ଲଟ ନେଇଥିବା ୨୮ଜଣଙ୍କୁ ସୋ-କଜ ନୋଟିସ ଜାରି କରାଯାଇଥିବା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରତାପ ଦେବ ସୂଚନା ଦେଇଛନ୍ତି। ୧ମାସ ମଧ୍ୟରେ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।