ଇଚ୍ଛାଧୀନ କୋଟାରେ ପ୍ଲଟ ଓ ଘର ଆବଣ୍ଟନ: ଭିଜିଲାନ୍ସକୁ ୧୬୭ ଫାଇଲ ପଠାଇଲା ସିଡିଏ କର୍ତ୍ତୃପକ୍ଷ
କଟକ: ଇଚ୍ଛାଧୀନ କୋଟାରେ ପ୍ଲଟ ଓ ଘର ଆବଣ୍ଟନ ମାମଲାରେ ସିଡିଏ କର୍ତ୍ତୃପକ୍ଷ ଭିଜିଲାନ୍ସ ନିକଟକୁ ୧୬୭ଟି ଫ।ଇଲ୍ ପଠାଯାଇଛନ୍ତି । ଏ ନେଇ ସିଡିଏ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି । ଏହାସହ ଡବଲ୍ ଆଲଟମେଣ୍ଟ ପାଇଥିବା ୩୦ଜଣଙ୍କୁ ସିଡିଏ କର୍ତ୍ତୃପକ୍ଷ ନୋଟିସ୍ ଜାରି କରିଛନ୍ତି । ୩୦ ଦିନ ମଧ୍ୟରେ ଡବଲ ଆଲଟମେଣ୍ଟ ପାଇଥିବା ବ୍ୟକ୍ତିମାନଙ୍କୁ ନୋଟିସର ଉତ୍ତର ରଖିବାକୁ କୁହାଯାଇଛି ।