'ଅରୁଣ ବୋଥ୍ରାଙ୍କର ହେଉ ପଲିଗ୍ରାଫ୍ ଟେଷ୍ଟ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ମିସ୍ କେସ୍ ଦାୟର କରିଛି ଭାରତୀୟ ବିକାଶ ପରିଷଦ। ଏହାସହ ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଭାରତୀୟ ବିକାଶ ପରିଷଦ ତା’ର ଦାବିକୁ ଦୋହରାଇଛି। ଏହି ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରାଯାଇଛି। ଏହି ଟେଷ୍ଟ ହାଇକୋର୍ଟ ବିଚାରପତିଙ୍କ ଉପସ୍ଥିତିରା କରାଯିବା ପାଇଁ ଅନୁରୋଧ କରାଯାଇଛି। ସେହିପରି ଡାକ୍ତରୀ ମାଇନା କରିଥିବା […]

arun-bothra

arun-bothra

Ranjit Kumar Jena
  • Published: Wednesday, 23 December 2020
  • Updated: 23 December 2020, 04:57 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ମିସ୍ କେସ୍ ଦାୟର କରିଛି ଭାରତୀୟ ବିକାଶ ପରିଷଦ। ଏହାସହ ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଭାରତୀୟ ବିକାଶ ପରିଷଦ ତା'ର ଦାବିକୁ ଦୋହରାଇଛି। ଏହି ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରାଯାଇଛି। ଏହି ଟେଷ୍ଟ ହାଇକୋର୍ଟ ବିଚାରପତିଙ୍କ ଉପସ୍ଥିତିରା କରାଯିବା ପାଇଁ ଅନୁରୋଧ କରାଯାଇଛି।

ସେହିପରି ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କରାଯାଇଛି। ପ୍ରଥମେ ଓ ଏବେ ଡାକ୍ତରୀ ମାଇନା କରିଥିବା ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ଭାରତୀୟ ବିକାଶ ପରିଷଦ। ଏହା ପୂର୍ବରୁ ଜାତୀୟ ଶିଶୁ ସୁରକ୍ଷା କମିଶନ୍ ଅଧିକାର ମଧ୍ୟ ସିବିଆଇ ତଦନ୍ତ ଦାବି କରିସାରିଛି।

ସୂଚନାଯୋଗ୍ୟ, ନୟାଗଡ଼ ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଅନେକେଙ୍କ ମନରେ ସନ୍ଦେହ ଦେଖା ଦେଇଛି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ କିପରି ନାବାଳିକାକୁ ହତ୍ୟା କରିଥିଲା, ତା'ର ସବିଶେଷ ବିବରଣୀ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମକୁ କହିଥିଲେ। କିନ୍ତୁ ଅରୁଣ ବୋଥ୍ରାଙ୍କର ତଦନ୍ତ ପ୍ରକ୍ରିୟା ଏବଂ ଗଣମାଧ୍ୟମ ଆଗରେ ଏହି ଘଟଣାର ବର୍ଣ୍ଣନା କରିବାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story