ବେଳାଭୂମିରୁ ମୃତଦେହ ଉଦ୍ଧାର, ମିଳିଲା ପରିଚୟ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ମୃତଦେହର ମିଳିଛି ପରିଚୟ। ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହି ଅଞ୍ଚଳର ଦମୟନ୍ତୀ ଆଚାରି ଓ ତାଙ୍କ ସ୍ୱାମୀ ଚିରଞ୍ଜିବିଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଛି। ଦୁଇ ଦିନ ପରେ ପରିବାର ଲୋକେ ସନ୍ଧାନ ପାଇଛନ୍ତି। ୧୨ ତାରିଖରେ ଉଭୟେ କୌଣସି କାମରେ ବଡ଼ବଜାର ଅଞ୍ଚଳରେ ଥିବା ଭାଇ ଘରକୁ ଯାଇଥିଲେ। ସେଠାରୁ ଫେରି କେଉଁ ଆଡେ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ଗୋପାଳପୁର ପୁଲିସ ୧୨ […]

BMP deadbody-22

BMP deadbody-22

Madhupriya Mistry
  • Published: Friday, 15 October 2021
  • Updated: 15 October 2021, 01:55 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଗୋପାଳପୁର ଓ ଉପୁଳାପୁଟି ବେଳାଭୂମିରୁ ଉଦ୍ଧାର ମୃତଦେହର ମିଳିଛି ପରିଚୟ। ବ୍ରହ୍ମପୁର ଗୋଇଲୁଣ୍ଡି ବଡ଼ ସାହି ଅଞ୍ଚଳର ଦମୟନ୍ତୀ ଆଚାରି ଓ ତାଙ୍କ ସ୍ୱାମୀ ଚିରଞ୍ଜିବିଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଛି। ଦୁଇ ଦିନ ପରେ ପରିବାର ଲୋକେ ସନ୍ଧାନ ପାଇଛନ୍ତି।

୧୨ ତାରିଖରେ ଉଭୟେ କୌଣସି କାମରେ ବଡ଼ବଜାର ଅଞ୍ଚଳରେ ଥିବା ଭାଇ ଘରକୁ ଯାଇଥିଲେ। ସେଠାରୁ ଫେରି କେଉଁ ଆଡେ ଚାଲିଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ଗୋପାଳପୁର ପୁଲିସ ୧୨ ତାରିଖ ସନ୍ଧ୍ୟାରେ ଜଣେ ବୃଦ୍ଧାଙ୍କ ଓ ସେହିଦିନ ହିଁ ଗୋପାଳପୁର ବେଳାଭୂମିଠାରୁ ୮ କିମି ଦୂର ଉପୁଳାପୁଟି ଗ୍ରାମ ବେଳାଭୂମିରୁ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର କରିଥିଲା। ଅଜଣା ଶବ ଦୁଇଟିକୁ ପୋଲିସ ବ୍ୟବଚ୍ଛେଦ କରି ଏଫଏମଟିରେ ରଖିଥିଲା।

ପରେ ଗତକାଲି ସାରେ ଦମୟନ୍ତୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ତାଙ୍କ ପୁଅ ପୁଲିସ୍ ସହ ଯୋଗାଯୋଗ କରିଥିଲେ। ଏହା ପରେ ଚମାଖଣ୍ଡି ପୁଲିସ ପକ୍ଷରୁ ଜାରି ହୋଇଥିବା ବୃଦ୍ଧଙ୍କ ଫୋଟୋରୁ ଶବକୁ ଚିହ୍ନଟ କରିଥିଲେ ପରିବାର ଵର୍ଗ। ତେବେ ଦମ୍ପତିଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ବଡ଼ବଜାର ଅଂଚଳରୁ ଉଭୟେ କିଭଳି ଗୋପାଳପୁର ଆସିଲେ ? ଉଭୟଙ୍କ ମୃତ୍ୟୁ କିପରି ହେଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ତାଙ୍କୁ କେହି ହତ୍ୟା କରି ଫୋଫାଡ଼ି ଦେଇଥିବା ନେଇ ପୁଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story