ସଂସଦ ଭଳି ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଧାରା। ସଂସଦ ଷ୍ଟାଇଲ୍‌ରେ ବିଧାନସଭା ଚଳାଇବାକୁ ପ୍ଲାନ୍ କରାଯାଉଛି। ସଂସଦ ଭଳି ବିଧାନସଭାର ବଜେଟ୍ ଅଧିବେଶନ ବସିବା ପୂର୍ବରୁ ନୂଆ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୨୫ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ଏହାର ପୂର୍ବଦିନ ଅର୍ଥାତ୍ ୨୪ରେ ଏହି ବୈଠକ ବସିବ। ଗୃହର ସୁପରିଚାଳନା ପାଇଁ ବିଜେପି, କଂଗ୍ରେସ, ସିପିଏମ୍‌ ଓ ବିଜେଡିର ସଦସ୍ୟଙ୍କ ଠାରୁ ସହଯୋଗ […]

suryapatra

suryapatra

Manoranjan Sial
  • Published: Friday, 14 June 2019
  • Updated: 14 June 2019, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନସଭାରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଧାରା। ସଂସଦ ଷ୍ଟାଇଲ୍‌ରେ ବିଧାନସଭା ଚଳାଇବାକୁ ପ୍ଲାନ୍ କରାଯାଉଛି। ସଂସଦ ଭଳି ବିଧାନସଭାର ବଜେଟ୍ ଅଧିବେଶନ ବସିବା ପୂର୍ବରୁ ନୂଆ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୨୫ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାରୁ ଏହାର ପୂର୍ବଦିନ ଅର୍ଥାତ୍ ୨୪ରେ ଏହି ବୈଠକ ବସିବ। ଗୃହର ସୁପରିଚାଳନା ପାଇଁ ବିଜେପି, କଂଗ୍ରେସ, ସିପିଏମ୍‌ ଓ ବିଜେଡିର ସଦସ୍ୟଙ୍କ ଠାରୁ ସହଯୋଗ ମାଗିବେ ବାଚସ୍ପତି। ପୂର୍ବରୁ କେବଳ ଗୃହରେ ଅଚଳାବସ୍ଥା ଲାଗି ରହିଲେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥାନ୍ତି। ଏଥର କିନ୍ତୁ ନୂଆ କରି ଏଭଳି ପରମ୍ପରା ସୃଷ୍ଟି କରିବାକୁ ଯାଉଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ବିରୋଧୀ ବିଜେପି ଓ କଂଗ୍ରେସ ସର୍ବଦଳୀୟ ବୈଠକର ଏହି ନୂଆ ପରମ୍ପରାକୁ ସ୍ୱାଗତ କରିଛନ୍ତି। ତେବେ ବୈଠକରେ କଣ ଆଲୋଚନା ହେଉଛି, ତା ଉପରେ ବିରୋଧୀଙ୍କ ନଜର ରହିଛି।

ଅନ୍ୟପଟରେ ଦେଖିବାକୁ ଗଲେ ପୂର୍ବ ବିଧାନସଭା ଅପେକ୍ଷା ଗୃହରେ ଏଥର ବିରୋଧୀଙ୍କ ସଂଖ୍ୟା ବଢ଼ିଛି। ଗତଥର ୧୬ ଆସନ ସହ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିଲା। ହେଲେ ଏଥର ବିଜେପିର ଶକ୍ତି ବଢ଼ିଛି। ୨୩ ଆସନ ସହ ଦଳ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଛି। ଏଥିସହ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାୟକ, ବିଷ୍ଣୁ ସେଠୀ, ସୁବାସ ପାଣିଗ୍ରାହୀ, ମୋହନ ମାଝୀଙ୍କ ଭଳି ଟାଣୁଆ ବିଧାୟକ ଥିବା ବେଳେ କଂଗ୍ରେସରୁ ନରସିଂହ ମିଶ୍ର, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟଙ୍କ ଭଳି ହେଭିୱେଟ ଓ ଅଭିଜ୍ଞ ବିଧାୟକ ମଧ୍ୟ ଅଛନ୍ତି। ତେଣୁ ଯେକୌଣସି ପ୍ରସଙ୍ଗରେ ଏମାନେ ଶାସକ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଏଥିରୁ ବର୍ତ୍ତିବା ପାଇଁ ଏହା ଶାସକ ଦଳର ଆଗୁଆ ଷ୍ଟ୍ରାଟେଜୀ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story