ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା, ବହିଷ୍କାର ହେଲେ ୨ ଅଧିକାରୀ

ସୁନ୍ଦରଗଡ଼(ବିଜୟ ବରୁଆ) : ପାଚିକା ଚାକିରି ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା। ଘଟଣା ପ୍ରଘଟ ହେବା ପରେ ଚାକିରିରୁ ବହିଷ୍କୃତ  ହୋଇଛନ୍ତି ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣ।   ବହିଷ୍କୃତ ହୋଇଥିବା କର୍ମଚାରୀମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି  କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । […]

bribe-1..

bribe-1..

Niharika Rout
  • Published: Wednesday, 05 February 2020
  • Updated: 05 February 2020, 02:19 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ) : ପାଚିକା ଚାକିରି ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା। ଘଟଣା ପ୍ରଘଟ ହେବା ପରେ ଚାକିରିରୁ ବହିଷ୍କୃତ  ହୋଇଛନ୍ତି ଆବାସିକ ସ୍କୁଲର ଅଧ୍ୟକ୍ଷଙ୍କ ସମେତ ୨ ଜଣ।   ବହିଷ୍କୃତ ହୋଇଥିବା କର୍ମଚାରୀମାନେ ହେଲେ ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକ । ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି  କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

କିଛି ଦିନ ତଳେ ପାଚିକା ଚାକିରି ପାଇଁ ଜଣେ ମହିଳାଙ୍କଠୁ ଉଭୟ ଅଧିକାରୀ ୬୦ ହଜାର ଲାଞ୍ଚ ମାଗିଥିଲେ । ଏନେଇ OTVରେ ଖବର ପ୍ରସାରଣ  ହେବା ପରେ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଦନ୍ତ କରି ଉଭୟ ଅଧ୍ୟକ୍ଷ ଓ ପିଇଟିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ ତଦନ୍ତ ପରେ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ବିଦ୍ୟାଳୟର ପାଚିକାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ସେହି ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଚାକିରି ପାଇଁ ତାଙ୍କଠାରୁ ୬୦ ହଜାର ଟଙ୍କା ଦାବି କରିଥିଲେ  ସ୍କୁଲର ପିଇଟି  । ଲାଞ୍ଚ ମାଗିବା ସମୟର ଅଡ଼ିଓ OTVରେ ପ୍ରସାରିତ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story