‘ଦୁଇ ମାସରେ ସରିବ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ୍ କାମ’

ଭୁବନେଶ୍ୱର: ୨୦୨୧ ଜୁନ୍‌ ସୁଦ୍ଧା ଖୋର୍ଦ୍ଧାରୋଡ୍‌-ବଲାଙ୍ଗିର ନ୍ୟୁ ବ୍ରଡ୍‌ଗେଜ୍‌ ରେଳ ଲାଇନ୍‌ କାମ ସରିବ। ଚଳିତ ମେ’ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ କାମ ଶେଷ ହେବ। ତାହାସହ ବୋଲଗଡ଼ରେ ଏକ ପବ୍ଲିକ୍‌ ହେଲ୍ଟ ପ୍ରତିଷ୍ଠା ହେବ। ଆଜି ପୂର୍ବତଟ ରେଳବାଇର ବାର୍ଷିକ ସମୀକ୍ଷା ପରେ ଏହା କହିଛନ୍ତି ଜିଏମ୍‌ ଉମେଶ ସିଂ କହିଛନ୍ତି। ସେ କହିଛନ୍ତି,“ଦୁଇ ମାସ ଭିତରେ ସରିବ ନୂଆ ରେଳଷ୍ଟେସନ୍ ନିର୍ମାଣ କାମ। ଏହାଛଡ଼ା ସମ୍ୱଲପୁର, ରାୟଗଡ଼ା, ବ୍ରହ୍ମପୁର ଓ ଭଦ୍ରକ ଷ୍ଟେସନ୍‌ ହେବ […]

Khurda-Balangir-rail-route

Khurda-Balangir-rail-route

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 07:38 PM IST

ଭୁବନେଶ୍ୱର: ୨୦୨୧ ଜୁନ୍‌ ସୁଦ୍ଧା ଖୋର୍ଦ୍ଧାରୋଡ୍‌-ବଲାଙ୍ଗିର ନ୍ୟୁ ବ୍ରଡ୍‌ଗେଜ୍‌ ରେଳ ଲାଇନ୍‌ କାମ ସରିବ। ଚଳିତ ମେ’ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ କାମ ଶେଷ ହେବ। ତାହାସହ ବୋଲଗଡ଼ରେ ଏକ ପବ୍ଲିକ୍‌ ହେଲ୍ଟ ପ୍ରତିଷ୍ଠା ହେବ। ଆଜି ପୂର୍ବତଟ ରେଳବାଇର ବାର୍ଷିକ ସମୀକ୍ଷା ପରେ ଏହା କହିଛନ୍ତି ଜିଏମ୍‌ ଉମେଶ ସିଂ କହିଛନ୍ତି।

ସେ କହିଛନ୍ତି,“ଦୁଇ ମାସ ଭିତରେ ସରିବ ନୂଆ ରେଳଷ୍ଟେସନ୍ ନିର୍ମାଣ କାମ। ଏହାଛଡ଼ା ସମ୍ୱଲପୁର, ରାୟଗଡ଼ା, ବ୍ରହ୍ମପୁର ଓ ଭଦ୍ରକ ଷ୍ଟେସନ୍‌ ହେବ ୱାଇଫାଇ।”

୨୦୧୬-୧୭ବର୍ଷରେ ଲୋଡିଂ କ୍ଷେତ୍ରରେ ୨.୨୭ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ପାସେଞ୍ଜର କ୍ଷେତ୍ରରେ ୨.୯୫ ପ୍ରତିଶତ ବୃଦ୍ଧି ଘଟିଥିବା ପୂର୍ବତଟ ରେଳବାଇ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story