ଇଣ୍ଡିଆ ଇନଫୋଷ୍ଟାରର ତିନି ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ

ବାରିପଦା:ଚିଟଫଣ୍ଡ ସଂସ୍ଥା ଇଣ୍ଡିଆ ଇନଫୋଷ୍ଟାର ଲିମିଟେଡର ୩ଜଣ  ଅଧିକାରୀଙ୍କୁ ଜେଲ ସହ ଜରିମାନା କରାଯାଇଛି।ଏହି ଚିଟଫଣ୍ଡ କମ୍ପାନୀ ବିରୋଧରେ ଆସିଥିବା ମାମାଲାର ବିଚାର କରି ବାରିପଦା ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ,ସଂସ୍ଥାର ରିଜିଓନାଲ ମ୍ୟାନେଜରଙ୍କୁ ୫ ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୧ କୋଟି ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ସେହିପରି କମ୍ପାନୀର ମ୍ୟାନେଜର ଓ ବ୍ରାଞ୍ଚ ମ୍ୟାନେଜରଙ୍କୁ୪ ବର୍ଷ ଜେଲ ଓ ୨୦ ଲକ୍ଷ ଟଙ୍କା ଲେଖାଏ ଜରିମାନା ହୋଇଛି । ଏହି ଚିଟଫଣ୍ଠ ସଂସ୍ଥା ବିରୋଧରେ […]

vlcsnap

vlcsnap

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:15 AM IST

Sports

Latest News

ବାରିପଦା:ଚିଟଫଣ୍ଡ ସଂସ୍ଥା ଇଣ୍ଡିଆ ଇନଫୋଷ୍ଟାର ଲିମିଟେଡର ୩ଜଣ  ଅଧିକାରୀଙ୍କୁ ଜେଲ ସହ ଜରିମାନା କରାଯାଇଛି।ଏହି ଚିଟଫଣ୍ଡ କମ୍ପାନୀ ବିରୋଧରେ ଆସିଥିବା ମାମାଲାର ବିଚାର କରି ବାରିପଦା ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ,ସଂସ୍ଥାର ରିଜିଓନାଲ ମ୍ୟାନେଜରଙ୍କୁ ୫ ବର୍ଷ ଜେଲ ଦଣ୍ଡ ସାଙ୍ଗକୁ ୧ କୋଟି ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି।

ସେହିପରି କମ୍ପାନୀର ମ୍ୟାନେଜର ଓ ବ୍ରାଞ୍ଚ ମ୍ୟାନେଜରଙ୍କୁ୪ ବର୍ଷ ଜେଲ ଓ ୨୦ ଲକ୍ଷ ଟଙ୍କା ଲେଖାଏ ଜରିମାନା ହୋଇଛି । ଏହି ଚିଟଫଣ୍ଠ ସଂସ୍ଥା ବିରୋଧରେ ୧ କୋଟି୩୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos