ଲ୍ୟାମ୍ପସ୍‌ ଏମ୍‌ଡି ନିଯୁକ୍ତିରେ ଅନିୟମିତତା

<p>ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ବଡ଼ଦୁନ୍ଦୁ ଗ୍ରାମପଞ୍ଚାୟତରେ ଲ୍ୟାମ୍ପସ୍&zwnj; ଏମଡି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିଯୁକ୍ତି ପାଇଥିବା ଏମଡି ଆରସୁ ହେମ୍ବ୍ରମ ଯୁକ୍ତ ୩ ଏବଂ କମ୍ପ୍ୟୁଟରରେ ଦକ୍ଷତା ନ ଥାଇ ନିଯୁକ୍ତି କମିଟି ଦ୍ୱାରା ଚୟନ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ରୁପଲାଲ ମାରାଣ୍ଡି ଓ ଲାଲମୋହନ ନାୟକ ଆରଟିଆଇରେ ତଥ୍ୟ ମାଗିବା ପରେ ଘଟଣା ପଦାକୁ ଆସିଛି। ତଥ୍ୟ ଅନୁସାରେ ଆରସୁଙ୍କ ଯୁକ୍ତ ୩ ଓ କମ୍ପ୍ୟୁଟର ଦକ୍ଷତା ସାର୍ଟିଫିକେଟ ନ ଥାଇ ବି ତାଙ୍କୁ ଚୟନ କରାଯାଇଛି। କିନ୍ତୁ ଅନ୍ୟପକ୍ଷରେ ଅନ୍ୟ ପ୍ରାର୍ଥୀଙ୍କ ଯୋଗ୍ୟତା ଥିଲେ ବି ସେମାନଙ୍କୁ ଜାଣିଶୁଣି ଚୟନ କରାଯାଇ ନ ଥିବା ଅଭିଯୋଗ ହୋଇଛି।</p>

Ordigital Desk
  • Published: Thursday, 16 November 2017
  • Updated: 16 November 2017, 08:01 AM IST

Sports

Latest News

<p>ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ବଡ଼ଦୁନ୍ଦୁ ଗ୍ରାମପଞ୍ଚାୟତରେ ଲ୍ୟାମ୍ପସ୍&zwnj; ଏମଡି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନିଯୁକ୍ତି ପାଇଥିବା ଏମଡି ଆରସୁ ହେମ୍ବ୍ରମ ଯୁକ୍ତ ୩ ଏବଂ କମ୍ପ୍ୟୁଟରରେ ଦକ୍ଷତା ନ ଥାଇ ନିଯୁକ୍ତି କମିଟି ଦ୍ୱାରା ଚୟନ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ରୁପଲାଲ ମାରାଣ୍ଡି ଓ ଲାଲମୋହନ ନାୟକ ଆରଟିଆଇରେ ତଥ୍ୟ ମାଗିବା ପରେ ଘଟଣା ପଦାକୁ ଆସିଛି। ତଥ୍ୟ ଅନୁସାରେ ଆରସୁଙ୍କ ଯୁକ୍ତ ୩ ଓ କମ୍ପ୍ୟୁଟର ଦକ୍ଷତା ସାର୍ଟିଫିକେଟ ନ ଥାଇ ବି ତାଙ୍କୁ ଚୟନ କରାଯାଇଛି। କିନ୍ତୁ ଅନ୍ୟପକ୍ଷରେ ଅନ୍ୟ ପ୍ରାର୍ଥୀଙ୍କ ଯୋଗ୍ୟତା ଥିଲେ ବି ସେମାନଙ୍କୁ ଜାଣିଶୁଣି ଚୟନ କରାଯାଇ ନ ଥିବା ଅଭିଯୋଗ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos