ସୁଧୁରୁନି ଇସ୍କନ, ଆଷାଢ଼ ଶୁକ୍ଲ ଦ୍ୱିତୀୟାରେ ରଥ ଯାତ୍ରା କରିବା ସପକ୍ଷରେ ନାହିଁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦ, ଥାନାରେ ଏତଲା ଓ ଉଦ୍‌ବେଗ ସତ୍ତ୍ୱେ ଅଦିନିଆ ରଥଯାତ୍ରାକୁ ନେଇ ସୁଧୁରୁନି ଇସ୍କନ। କେବଳ ଆଷାଢ଼ ଶୁକ୍ଲ ଦ୍ୱିତୀୟାରେ ରଥ ଯାତ୍ରା କରିବା ସପକ୍ଷରେ ନାହିଁ ସଂସ୍ଥା। ଇସ୍କନର ଜାତୀୟ ପ୍ରବକ୍ତା ଯୁଧିଷ୍ଠିର ଦାଶ ଓଡ଼ିଶା ରିପୋର୍ଟରକୁ ଦେଇଥିବା ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି। ସେ କହିଛନ୍ତି, ଭୌଗୋଳିକ ଦୃଷ୍ଟିକୋଣରୁ ପୁରୀ ସହ ବିଶ୍ୱରେ ସବୁଠି ଗୋଟିଏ ଦିନରେ ରଥଯାତ୍ରା କରିବା ସମ୍ଭବ ନୁହେଁ। ଏହାଛଡ଼ା ଗତବର୍ଷ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକରେ […]

ratha

ratha

Manoranjan Sial
  • Published: Monday, 10 February 2020
  • Updated: 10 February 2020, 07:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିବାଦ, ଥାନାରେ ଏତଲା ଓ ଉଦ୍‌ବେଗ ସତ୍ତ୍ୱେ ଅଦିନିଆ ରଥଯାତ୍ରାକୁ ନେଇ ସୁଧୁରୁନି ଇସ୍କନ। କେବଳ ଆଷାଢ଼ ଶୁକ୍ଲ ଦ୍ୱିତୀୟାରେ ରଥ ଯାତ୍ରା କରିବା ସପକ୍ଷରେ ନାହିଁ ସଂସ୍ଥା। ଇସ୍କନର ଜାତୀୟ ପ୍ରବକ୍ତା ଯୁଧିଷ୍ଠିର ଦାଶ ଓଡ଼ିଶା ରିପୋର୍ଟରକୁ ଦେଇଥିବା ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୋଇଛି।

ସେ କହିଛନ୍ତି, ଭୌଗୋଳିକ ଦୃଷ୍ଟିକୋଣରୁ ପୁରୀ ସହ ବିଶ୍ୱରେ ସବୁଠି ଗୋଟିଏ ଦିନରେ ରଥଯାତ୍ରା କରିବା ସମ୍ଭବ ନୁହେଁ। ଏହାଛଡ଼ା ଗତବର୍ଷ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଶ୍ରୀଗୁଣ୍ଡିଚାରୁ ୧୨ ଦିନ ଭିତରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଅନ୍ୟ ଦୁଇଟି ତାରିଖରେ ମଧ୍ୟ ରଥଯାତ୍ରା ନେଇ ଆଲୋଚନା ଚାଲିଛି ଏବଂ ଏନେଇ ଆସନ୍ତା ଏପ୍ରିଲରେ ବୈଠକ ଅଛି ବୋଲି ସେ ସୂଚନା ଦେଇଛନ୍ତି।

ତେବେ ଗତ ୫ ତାରିଖରେ ଏକ ପ୍ରେସ୍ ରିଲିଜ ଜାରି କରି ଶ୍ରୀଗୁଣ୍ଡିଚାରୁ ୧୨ ଦିନ ଭିତରେ ଇସ୍କନ ବିଶ୍ୱର ବିଭିନ୍ନ ସ୍ଥାନରେ ରଥଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ସାରା ବିଶ୍ୱରେ ଇସ୍କନ ପକ୍ଷରୁ ୫୦ ବର୍ଷ ଧରି ୨୦୦ରୁ ଅଧିକ ସ୍ଥାନରେ ରଥଯାତ୍ରା କରାଯାଉଛି। ଏହି ସବୁ ରଥଯାତ୍ରା ଶ୍ରୀଗୁଣ୍ଡିଚାରୁ ବାହୁଡ଼ା ମଧ୍ୟରେ କରାଯିବ। ଏନେଇ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକରେ ସଂକଳ୍ପ ପାରିତ ହୋଇଛି। ତେବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଏହାର ପରମ୍ପରାକୁ ଇସ୍କନ ସମ୍ମାନ ଦିଏ ବୋଲି କହିଛନ୍ତି ବଭୁବନେଶ୍ୱର ଇସ୍କନର ଆଞ୍ଚଳିକ ସଂପାଦକ ବନମାଳି ଦାସ।

ଅନ୍ୟପଟେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ବ୍ୟତୀତ ଅନ୍ୟ ଦିନ ରଥଯାତ୍ରା କଲେ ଇସ୍କନକୁ ବିରୋଧ କରାଯିବ ବୋଲି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story