ଇତିଶ୍ରୀ ମୃତ୍ୟୁ ଘଟଣା: ଫୋରେନସିକ୍ ଦଳକୁ ଜେରା କଲା ସିବିଆଇ

କୋରାପୁଟ : ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାର ଯାଞ୍ଚ କରିଥିବା ଫେ।ରେନସିକ୍ ଦଳକୁ ଜେରା କରିଛି ସିବିଆଇ।ବୁଧବାର ସିବିଆଇ ଅଧିକାରୀ ମୁକେଶ କୁମାର ଓ ଇନ୍ସପେକଟର ଆର.ଡି.ଶର୍ମା କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେ।ରେନସିକ ଲାବର ସାଇଣ୍ଟିଫିକ ଅଫିସରଙ୍କ ସମେତ ଚାରିଜଣଙ୍କୁ ଜେରା କରିଛନ୍ତି। ଗତ ଅକଟବର ୨୮ତାରିଖରେ  ଫେ।ରେନସିକର ଏହି ଚାରିଜଣିଆ ଦଳ ଟିକିରି ଯାଇ ଇତିଶ୍ରୀ ମୃତ୍ୟୁ ଘଟଣାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଜବତ ହେଇଥିବା ସାମଗ୍ରୀ […]

itishree

itishree

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 03:03 PM IST

କୋରାପୁଟ : ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାର ଯାଞ୍ଚ କରିଥିବା ଫେ।ରେନସିକ୍ ଦଳକୁ ଜେରା କରିଛି ସିବିଆଇ।ବୁଧବାର ସିବିଆଇ ଅଧିକାରୀ ମୁକେଶ କୁମାର ଓ ଇନ୍ସପେକଟର ଆର.ଡି.ଶର୍ମା କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଫେ।ରେନସିକ ଲାବର ସାଇଣ୍ଟିଫିକ ଅଫିସରଙ୍କ ସମେତ ଚାରିଜଣଙ୍କୁ ଜେରା କରିଛନ୍ତି। ଗତ ଅକଟବର ୨୮ତାରିଖରେ  ଫେ।ରେନସିକର ଏହି ଚାରିଜଣିଆ ଦଳ ଟିକିରି ଯାଇ ଇତିଶ୍ରୀ ମୃତ୍ୟୁ ଘଟଣାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଜବତ ହେଇଥିବା ସାମଗ୍ରୀ ଏବଂ ଫଟୋ ଆଦି ବିଷୟରେ ସିବିଆଇ ଦଳ ଜେରା କରିଥିଲେ। ଏଥିସହ କେବେ ଏବଂ କାହା ଆଦେଶରେ ଏହି ଦଳ ଟିକିରି ଯାଇଥିଲେ, ସେ କଥା ମଧ୍ୟ ପଚରା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story