ଜଗା ଖାଇଲା ଭାତ, ଡାଲି ଓ ଅଣ୍ଡା

<p>ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସରେ ଅପରେସନ ପରେ ଚିକିତ୍ସାଧୀନ ଜଗାର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି। ଜଗା ଏବେ ଜେନେରାଲ ଓ୍ୱାର୍ଡରେ ଚିକିତ୍ସାଧୀନଅଛି। ଆଜି ଜଗା ଭାତ, ଡାଲି ଓ ଅଣ୍ଡା ଖାଇଛି। ମାଆ ଡାକିଲେ ଶୁଣୁଛି, ତାଙ୍କ କୋଳରେ ବସି ଗୀତ ଶୁଣୁଛି।</p> <p>ତେବେ କାଳିଆ ଏବେ ବି ଆଇସିୟୁରେ ଅଛି। ତା&rsquo; ଅବସ୍ଥାରେ ମଧ୍ୟ ସୁଧାର ଆସୁଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। &nbsp;ଉଭୟଙ୍କୁ ଡାକ୍ତରମାନେ ନଜର ରଖିଛନ୍ତି ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।</p>

Ordigital Desk
  • Published: Thursday, 09 November 2017
  • Updated: 09 November 2017, 05:30 PM IST

Sports

Latest News

<p>ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସରେ ଅପରେସନ ପରେ ଚିକିତ୍ସାଧୀନ ଜଗାର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି। ଜଗା ଏବେ ଜେନେରାଲ ଓ୍ୱାର୍ଡରେ ଚିକିତ୍ସାଧୀନଅଛି। ଆଜି ଜଗା ଭାତ, ଡାଲି ଓ ଅଣ୍ଡା ଖାଇଛି। ମାଆ ଡାକିଲେ ଶୁଣୁଛି, ତାଙ୍କ କୋଳରେ ବସି ଗୀତ ଶୁଣୁଛି।</p><p>ତେବେ କାଳିଆ ଏବେ ବି ଆଇସିୟୁରେ ଅଛି। ତା&rsquo; ଅବସ୍ଥାରେ ମଧ୍ୟ ସୁଧାର ଆସୁଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। &nbsp;ଉଭୟଙ୍କୁ ଡାକ୍ତରମାନେ ନଜର ରଖିଛନ୍ତି ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos