ସାନ୍ତାକ୍ଲଜ୍ ବେଶରେ ଜଗା-କାଳିଆ

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ଜଗା-କାଳିଆ। &nbsp;ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏଏମ୍ସରେ ଚିକିତ୍ସାଧୀନ କନ୍ଧମାଳ ମିଲୁପଡ଼ାର ଦୁଇ ଶିଶୁ ଜଗା-କାଳିଆଙ୍କୁ ଆଜି ସାନ୍ତାକ୍ଲଜ୍ ବେଶରେ ଦେଖିବାକୁ ମିଳିଥିଲା। ମୁଣ୍ଡରେ ସାନ୍ତାକ୍ଲଜ ଟୋପି ପିନ୍ଧି ମା&rsquo;କୋଳରେ କାଳିଆ ବସିଥିବାବେଳେ ବାପାଙ୍କ କୋଳରେ ବସିଥିଲା ଜଗା । ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦୃତ ଉନ୍ନତି ଘଟୁଛି। &nbsp;ଖୁବ୍&zwnj;ଶୀଘ୍ର ସେମାନେ ମେଡିକାଲରୁ ଛାଡ ପାଇପାରନ୍ତି ବୋଲି ଡାକ୍ତର କହିଛନ୍ତି।</p>

Ordigital Desk
  • Published: Monday, 25 December 2017
  • Updated: 25 December 2017, 10:26 PM IST

Sports

Latest News

<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ଜଗା-କାଳିଆ। &nbsp;ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏଏମ୍ସରେ ଚିକିତ୍ସାଧୀନ କନ୍ଧମାଳ ମିଲୁପଡ଼ାର ଦୁଇ ଶିଶୁ ଜଗା-କାଳିଆଙ୍କୁ ଆଜି ସାନ୍ତାକ୍ଲଜ୍ ବେଶରେ ଦେଖିବାକୁ ମିଳିଥିଲା। ମୁଣ୍ଡରେ ସାନ୍ତାକ୍ଲଜ ଟୋପି ପିନ୍ଧି ମା&rsquo;କୋଳରେ କାଳିଆ ବସିଥିବାବେଳେ ବାପାଙ୍କ କୋଳରେ ବସିଥିଲା ଜଗା । ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦୃତ ଉନ୍ନତି ଘଟୁଛି। &nbsp;ଖୁବ୍&zwnj;ଶୀଘ୍ର ସେମାନେ ମେଡିକାଲରୁ ଛାଡ ପାଇପାରନ୍ତି ବୋଲି ଡାକ୍ତର କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos