ଯାଜପୁର: ୪ ଡକାୟତ ଗିରଫ

ଯାଜପୁର: ଯାଜପୁର ରୋଡ଼ ପୋଲିସ୍‌ ଆଜି ୪ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବୋମା, ୩ଟି ବାଇକ୍‌ ଓ ଭୁଜାଲି ଜବତ କରିଛି। ଏମାନେ ଧୂଳିଗଡ଼ ଜଙ୍ଗଲରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ପୋଲିସ ଖବର ପାଇ ସେଠାରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

Crime

Rakesh Mallick
  • Published: Saturday, 21 January 2017
  • , Updated: 21 January 2017, 10:55 PM IST

Related story