ଭୁଶୁଡ଼ି ପଡ଼ିଲା ଯାଜପୁର ଉପକାରାଗାର ପାଚେରି

ଯାଜପୁର (ଗୁଲାମ ଗସ୍): ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି।

ଲଗାଣ ବର୍ଷା ଯୋଗୁ ଉପକାରାଗାର ବାହାର ପାଚେରି ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଛି।

ଦୁର୍ଘଟଣାରୁ କଏଦୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି।

ଭୁଶୁଡ଼ି ପଡ଼ିଥିବା ପାଚେରିଟି ବହୁ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।