ଯାଜପୁରରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ଯାଜପୁର:ଯାଜପୁର ଜିଲ୍ଲା ରସଲପୁର ବ୍ଲକ୍ ଗୋପାଳପୁରଠାରେ ରାଜ୍ୟସ୍ତରୀୟ ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟ ହସ୍ତତନ୍ତ  ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟ ସରକାରଙ୍କ ସହାୟତାରେ ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହିଙ୍ଗୁଳା ଟସର ସମବାୟ ସମିତିର ପ୍ରିଣ୍ଟିଂ ୟୁନିଟିକୁ  ଉଦଘାଟନ କରିଛନ୍ତି। ଏହାସହିତ ବୁଣାକାରମାନଙ୍କୁ ସୌର ଲଣ୍ଠନ ବଣ୍ଟନ କରାଯିବା ସହ ମହାତ୍ମାଗାନ୍ଧି ବୁଣାକାର ବୀମା ଯୋଜନାରେ ହିତାଧିକାରୀ ପରିବାରଙ୍କୁ  ଚେକ୍ ପ୍ରଦାନ କରାଯାଇଥିଲା। ଏହି ଉଦଘାଟନୀ […]

jajpur

jajpur

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 04:19 AM IST

Sports

Latest News

ଯାଜପୁର:ଯାଜପୁର ଜିଲ୍ଲା ରସଲପୁର ବ୍ଲକ୍ ଗୋପାଳପୁରଠାରେ ରାଜ୍ୟସ୍ତରୀୟ ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟ ହସ୍ତତନ୍ତ  ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ରାଜ୍ୟ ସରକାରଙ୍କ ସହାୟତାରେ ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହିଙ୍ଗୁଳା ଟସର ସମବାୟ ସମିତିର ପ୍ରିଣ୍ଟିଂ ୟୁନିଟିକୁ  ଉଦଘାଟନ କରିଛନ୍ତି। ଏହାସହିତ ବୁଣାକାରମାନଙ୍କୁ ସୌର ଲଣ୍ଠନ ବଣ୍ଟନ କରାଯିବା ସହ ମହାତ୍ମାଗାନ୍ଧି ବୁଣାକାର ବୀମା ଯୋଜନାରେ ହିତାଧିକାରୀ ପରିବାରଙ୍କୁ  ଚେକ୍ ପ୍ରଦାନ କରାଯାଇଥିଲା। ଏହି ଉଦଘାଟନୀ ଉତ୍ସବରେ ବରୀ ବିଧାୟକ, ଯୁଗ୍ମ ସଚିବ ରାଜା ପରିଜା, ଯାଜପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story