ଜଲିଉଡ୍‌ରେ କାଷ୍ଟିଂ କାଉଚ: ଇନ୍ଦ୍ରଭୁବନ ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ପୋଲିସର ପଚରାଉଚରା

କଟକ: ଜଲିଉଡ୍‌ରେ କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ଇନ୍ଦ୍ରଭୁବନ ଯାତ୍ରାପାର୍ଟି ମ୍ୟାନେଜର ମନୋଜ ନାୟକଙ୍କୁ ଆଜି ଥାନାରେ ଅଟକ ରଖି ପୋଲିସ୍‌ ପଚରାଉଚରା କରିଥିଲା ଓ ପରେ ଛାଡ଼ି ଦେଇଥିଲା। ତେବେ ସିଆର୍‌ପିସିର ଧାରା ୪୧ (ଏ) ଅନୁଯାୟୀ ତାଙ୍କୁ ପୋଲିସ୍ ନୋଟିସ୍ ଜାରି କରିଛି। ତା’ସହିତ ତଦନ୍ତରେ ସହଯୋଗ କରିବାକୁ ପୋଲିସ୍ ତାଙ୍କୁ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ତାଙ୍କୁ ଅଟକ ରଖି ପଚରାଉଚରା କରିବା ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ ଇନ୍ଦ୍ରଭୁବନ ଯାତ୍ରାପାର୍ଟି କଳାକାରମାନେ। ସେମାନେ କଟକ […]

cacting

cacting

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 10:00 PM IST

Sports

Latest News

କଟକ: ଜଲିଉଡ୍‌ରେ କାଷ୍ଟିଂ କାଉଚ ଅଭିଯୋଗ ମାମଲାରେ ଇନ୍ଦ୍ରଭୁବନ ଯାତ୍ରାପାର୍ଟି ମ୍ୟାନେଜର ମନୋଜ ନାୟକଙ୍କୁ ଆଜି ଥାନାରେ ଅଟକ ରଖି ପୋଲିସ୍‌ ପଚରାଉଚରା କରିଥିଲା ଓ ପରେ ଛାଡ଼ି ଦେଇଥିଲା। ତେବେ ସିଆର୍‌ପିସିର ଧାରା ୪୧ (ଏ) ଅନୁଯାୟୀ ତାଙ୍କୁ ପୋଲିସ୍ ନୋଟିସ୍ ଜାରି କରିଛି। ତା’ସହିତ ତଦନ୍ତରେ ସହଯୋଗ କରିବାକୁ ପୋଲିସ୍ ତାଙ୍କୁ ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ ତାଙ୍କୁ ଅଟକ ରଖି ପଚରାଉଚରା କରିବା ଘଟଣାକୁ ନେଇ ତୀବ୍ର ପ୍ରତିବାଦ କରିଥିଲେ ଇନ୍ଦ୍ରଭୁବନ ଯାତ୍ରାପାର୍ଟି କଳାକାରମାନେ। ସେମାନେ କଟକ ସଦର ଥାନା ଘେରାଉ କରିଥିଲେ।

ଯାତ୍ରା କଳାକାର ସଂଘର ସଭାପତି ଦୈତାରୀ ପଣ୍ଡା କହିଛନ୍ତି, “ମହିଳା କଳାକାର ଜଣଙ୍କ ଆଣିଥିବା ଅଭିଯୋଗ ଭିତ୍ତିହୀନ। ଯାତ୍ରାରେ ଏପରି କଳଙ୍କିତ କାମ ହୁଏ ନାହିଁ। ଯାତ୍ରାକୁ ବଦନାମ କରିବାକୁ ଏପରି କରାଯାଉଛି। ପୋଲିସ୍‌ ତଦନ୍ତ କଲେ ଜଣାପଡ଼ିବ।”

ଗତକାଲି ଜଣେ ମହିଳା କଳାକାର ଇନ୍ଦ୍ରଭୁବନ ଯାତ୍ରାପାର୍ଟି ମ୍ୟାନେଜର ମନୋଜ ନାୟକଙ୍କ ନାଁରେ କଟକ ସଦର ଥାନାରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ। ମନୋଜ ତାଙ୍କୁ ଯାତ୍ରା ପାର୍ଟିର ଏକ ନିର୍ଦ୍ଦିଷ୍ଟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story