ଜମି ଠକେଇ : ଅବଦୁଲ କରିମ ଖାନ୍ ଗିରଫ

ଭୁବନେଶ୍ୱର: ଜାଲ କାଗଜପତ୍ର ଦ୍ୱାରା ନିଜକୁ ଜମି ମାଲିକ କହି ୯୨ ଲକ୍ଷ ଟଙ୍କ। ଠକେଇ କରିଥିବା ଅଭିଯୋଗରେ କମିଶନରେଟ ପୋଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ଅବଦୁଲ କରିମ ଖାନ୍। ତା’ ଘର ଜଗତସିଂହପୁର ସମଙ୍ଗ ଅଞ୍ଚଳରେ। ଗତକାଲି ରାତିରେ ସହିଦ ନଗର ପୋଲିସ ଜଗତସିଂହପୁରରୁ ତାକୁ ଗିରଫ କରିଛି। ୨୦୧୧ ମସିହାରେ ପଟିଆ ଇନଫେ।ସିଟି ଅଞ୍ଚଳରେ ନିଜର ଦେଢ଼ ଏକର ଜମି ଥିବା ନେଇ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲା ଅବଦୁଲ। […]

land

land

Rakesh Mallick
  • Published: Sunday, 14 June 2015
  • Updated: 14 June 2015, 12:55 PM IST

Sports

Latest News

ଭୁବନେଶ୍ୱର: ଜାଲ କାଗଜପତ୍ର ଦ୍ୱାରା ନିଜକୁ ଜମି ମାଲିକ କହି ୯୨ ଲକ୍ଷ ଟଙ୍କ। ଠକେଇ କରିଥିବା ଅଭିଯୋଗରେ କମିଶନରେଟ ପୋଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନାମ ଅବଦୁଲ କରିମ ଖାନ୍। ତା’ ଘର ଜଗତସିଂହପୁର ସମଙ୍ଗ ଅଞ୍ଚଳରେ। ଗତକାଲି ରାତିରେ ସହିଦ ନଗର ପୋଲିସ ଜଗତସିଂହପୁରରୁ ତାକୁ ଗିରଫ କରିଛି। ୨୦୧୧ ମସିହାରେ ପଟିଆ ଇନଫେ।ସିଟି ଅଞ୍ଚଳରେ ନିଜର ଦେଢ଼ ଏକର ଜମି ଥିବା ନେଇ ଜାଲ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲା ଅବଦୁଲ। ପରେ ସେ ବିଭିନ୍ନ ଘରୋଇ ହସ୍ପିଟାଲର ଡାକ୍ତରମାନଙ୍କୁ ଏହି ଜମି ବିକ୍ରି କରିବାର ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କ। ନେଇଥିଲା। ତେବେ ଜମି ନପାଇ ଠକାମିର ଶିକାର ହୋଇଥିବା ଲୋକେ ଦୁଇମାସ ତଳେ ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ସହିଦନଗର ପୋଲିସ ଗତକାଲି ରାତିରେ ଅବଦୁଲକୁ ଗିରଫ କରିଛି। ତେବେ ଏହି ଜାଲିଆତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିପିନ ବିହାରୀ ଦାସ ଫେରାର ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story