ଜାନକୀ ବଲ୍ଲଭଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟପାଳ ଏସ୍.ସି ଜମୀର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ନିରଞ୍ଜନ ପୂଜାରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ୱାଳ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଓଡ଼ିଶାର କଂଗ୍ରେସ ପ୍ରଭାରୀ ବି.କେ ହରପ୍ରସାଦ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଭକ୍ତଚରଣ ଦାସ, କାହ୍ନୁଚରଣ ଲେଙ୍କା, ଅନନ୍ତ ସେଠୀ, ଲଲାଟେନ୍ଦୁ ବିଦ୍ୟାଧର […]

janaki

janaki

Rakesh Mallick
  • Published: Tuesday, 21 April 2015
  • Updated: 21 April 2015, 07:39 AM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟପାଳ ଏସ୍.ସି ଜମୀର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ନିରଞ୍ଜନ ପୂଜାରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ହେମାନନ୍ଦ ବିଶ୍ୱାଳ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଓଡ଼ିଶାର କଂଗ୍ରେସ ପ୍ରଭାରୀ ବି.କେ ହରପ୍ରସାଦ, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଭକ୍ତଚରଣ ଦାସ, କାହ୍ନୁଚରଣ ଲେଙ୍କା, ଅନନ୍ତ ସେଠୀ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରଦୀପ ମାଝୀ, ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଶରତ ପଟ୍ଟନାୟକ, ଶରତ ରାଉତ, ଗଣେଶ୍ୱର ବେହେରା, ଯଦୁନାଥ ଦାସ ମହାପାତ୍ର, ଶ୍ରୀକାନ୍ତ ଜେନା, ପଦ୍ମଲୋଚନ ପଣ୍ଡା, ରଞ୍ଜୀବ ବିଶ୍ୱାଳ, ଚିରଞ୍ଜୀବି ବିଶ୍ୱାଳ, ରଘୁନାଥ ପଟ୍ଟନାୟକ, ଅଭିମନୁ୍ୟ ବେହେରା ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେହିପରି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା, ପ୍ରସନ୍ନ ପାଟ୍ଟଶାଣୀ, ରବୀନ୍ଦ୍ର ଜେନା, କୁଳମଣି ସାମଲ, ଭୁପିନ୍ଦର ସିଂହ, ମନ୍ତ୍ରୀ ଅତନୁ ସବ୍ୟସାଚୀ, ଅରୁଣ ସାହୁ, ବିକ୍ରମ ଆରୁଖ, ପ୍ରଦୀପ ମହାରଥୀ, ବଦ୍ରି ନାରାୟଣ ପାତ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଉଷା ଦେବୀ, ଅଶୋକ ପଣ୍ଡା, ପ୍ରଦୀପ ପାଣିଗ୍ରାହୀ, ଲାଲବିହାରୀ ହିମିରିକା, ପ୍ରଦୀପ ଅମାତ, ଦେବୀ ମିଶ୍ର, ଯୋଗେନ୍ଦ୍ର ବେହେରା, ସ୍ନେହାଙ୍ଗିନୀ ଛୁରିଆ, ସୁଦାମ ମାରାଣ୍ଡି, ପୁଷ୍ପେନ୍ଦ୍ର ସିଂହ ଦେଓଙ୍କ ସମେତ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, କିଶୋର ମହାନ୍ତି, ପ୍ରତାପ ଦେବ, ମୁନା ଖାଁ, ବିଧାୟକ ସୂର୍ଯ୍ୟ ପାତ୍ର, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସମୀର ଦାସ, ଅମର ଶତପଥୀ, ସୁବ୍ରତ ତରାଇ, ପ୍ରମିଳା ମଲ୍ଲିକ ଓ ପୂର୍ବତନ ବାଚସ୍ପତି ଶରତ କର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହ ଦେଓ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ଭ୍ରୁଗୁ ବକ୍ସିପାତ୍ର, ବିଜୟ ମହାପାତ୍ର, ଦିଲୀପ ରାୟ, ସୁରମା ପାଢ଼ୀ, ବିଶ୍ୱଭୂଷଣ ହରିଚନ୍ଦନ, ପୃଥ୍ୱୀରାଜ ହରିଚନ୍ଦନ, ରୁଦ୍ର ମାଧବ ରାଓ ଓ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଡିଜି ଗୋପଳ ନନ୍ଦ ଓ ବିଶିଷ୍ଟ ଲେଖିକା ପ୍ରତିଭା ରାୟ ମଧ୍ୟ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos