ନିର୍ବାଚନ ଲଢ଼ିବାକୁ ଜାନକୀ ନନ୍ଦନଙ୍କ ମନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୈତିକ ମୈଦାନକୁ ଓହ୍ଲାଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ। ଚର୍ଚ୍ଚା ହେଉଛି ସେ କଂଗ୍ରେସରୁ ବେଗୁନିଆ-ବୋଲଗଡ଼ ଆସନରୁ ଲଢ଼ିପାରନ୍ତି। ଏ ବିଷୟରେ ସେ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ। ତେବେ ପ୍ରାର୍ଥିତ୍ୱ ନେଇ କିଛି ଫାଇନାଲ ହୋଇନି । କଂଗ୍ରେସକୁ ଏକାଠି, ସୁଦୃଢ଼ କରିବାକୁ ମୁଁ […]

44

Tapas Behera
  • Published: Tuesday, 12 March 2019
  • , Updated: 12 March 2019, 02:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୈତିକ ମୈଦାନକୁ ଓହ୍ଲାଇପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ। ଚର୍ଚ୍ଚା ହେଉଛି ସେ କଂଗ୍ରେସରୁ ବେଗୁନିଆ-ବୋଲଗଡ଼ ଆସନରୁ ଲଢ଼ିପାରନ୍ତି। ଏ ବିଷୟରେ ସେ ପରୋକ୍ଷରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବେଗୁନିଆ-ବୋଲଗଡ଼ରେ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି। ସ୍ଥାନୀୟ କଂଗ୍ରେସ କର୍ମୀ ମତେ ଭଲ ପାଉଛନ୍ତି ଓ ଚାହୁଁଛନ୍ତି ମଧ୍ୟ। ତେବେ ପ୍ରାର୍ଥିତ୍ୱ ନେଇ କିଛି ଫାଇନାଲ ହୋଇନି । କଂଗ୍ରେସକୁ ଏକାଠି, ସୁଦୃଢ଼ କରିବାକୁ ମୁଁ ଚାହୁଁଛି ବୋଲି ପୃଥ୍ୱୀ ବଲ୍ଲଭ କହିଛନ୍ତି।

Related story