ଓଲଟିଲା ଜନନୀ ସୁରକ୍ଷା ଆମ୍ୱୁଲାନ୍ସ 

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ମାନିଗୁଡ଼ା ଗାଁ ନିକଟରେ ଏକ ଜନନୀ ସୁରକ୍ଷା ଆମ୍ୱୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଉଭୟ ଡ୍ରାଇଭର ଓ ହେଲପର୍ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ୱୁଲାନ୍ସଟି ଜଣେ ରୋଗୀଙ୍କୁ ଖଡ଼ିଆଳରେ ଛାଡ଼ି ନୂଆପଡ଼ା ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦ୍ରୁତ ଗତି ଯୋଗୁ ଏପରି ଘଟିଥିବା କୁହାଯାଉଛି।

accident

accident

Jyoshna Pradhan
  • Published: Monday, 28 October 2019
  • Updated: 28 October 2019, 12:17 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ମାନିଗୁଡ଼ା ଗାଁ ନିକଟରେ ଏକ ଜନନୀ ସୁରକ୍ଷା ଆମ୍ୱୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଉଭୟ ଡ୍ରାଇଭର ଓ ହେଲପର୍ ଆହତ ହୋଇଛନ୍ତି। ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ୱୁଲାନ୍ସଟି ଜଣେ ରୋଗୀଙ୍କୁ ଖଡ଼ିଆଳରେ ଛାଡ଼ି ନୂଆପଡ଼ା ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦ୍ରୁତ ଗତି ଯୋଗୁ ଏପରି ଘଟିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos