ଜେଏନୟୁ ଛାତ୍ରସଂସଦ ନିର୍ବାଚନ : ବାଜି ମାରିଲେ ଓଡିଶା ଛାତ୍ର ରାମ ନାଗ୍

ଭୁବନେଶ୍ୱର: ଦିଲ୍ଲୀ ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଆ ଛାତ୍ର ରାମ ନାଗ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତି ବିଜ୍ଞାନ ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର। ଏଆଇଏସ୍ଏ ସଂଗଠନ ପକ୍ଷରୁ ସେ ନିର୍ବାଚନ ଲଢୁଥିଲେ। ଚଳିତ ବର୍ଷ ଜେଏନୟୁ ନିର୍ବାଚନରେ ଦୁଇ ଜଣ ଓଡ଼ିଆ ଛାତ୍ର ନିର୍ବାଚନ ଲଢୁଥିଲେ। ଇଣ୍ଟରନ୍ୟାସନାଲ ଷ୍ଟଡିଜର ଛାତ୍ର ଚିନ୍ମୟ ମହାନନ୍ଦ ସଭାପତି ପଦବୀ ପାଇଁ ଲଢ଼ିଥିଲେ।  ଚିନ୍ମୟ ନିର୍ବାଚନରେ ପରାସ୍ତ ହୋଇଥିବା ବେଳେ ସାଧାରଣ ସଂପାଦକ ପଦବୀରେ […]

vlcsnap-2015-09-13-14h33m13s273

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 09:12 AM IST

ଭୁବନେଶ୍ୱର: ଦିଲ୍ଲୀ ଜେଏନୟୁ ଛାତ୍ର ସଂସଦ ନିର୍ବାଚନରେ ଓଡ଼ିଆ ଛାତ୍ର ରାମ ନାଗ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତି ବିଜ୍ଞାନ ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର। ଏଆଇଏସ୍ଏ ସଂଗଠନ ପକ୍ଷରୁ ସେ ନିର୍ବାଚନ ଲଢୁଥିଲେ। ଚଳିତ ବର୍ଷ ଜେଏନୟୁ ନିର୍ବାଚନରେ ଦୁଇ ଜଣ ଓଡ଼ିଆ ଛାତ୍ର ନିର୍ବାଚନ ଲଢୁଥିଲେ। ଇଣ୍ଟରନ୍ୟାସନାଲ ଷ୍ଟଡିଜର ଛାତ୍ର ଚିନ୍ମୟ ମହାନନ୍ଦ ସଭାପତି ପଦବୀ ପାଇଁ ଲଢ଼ିଥିଲେ।  ଚିନ୍ମୟ ନିର୍ବାଚନରେ ପରାସ୍ତ ହୋଇଥିବା ବେଳେ ସାଧାରଣ ସଂପାଦକ ପଦବୀରେ ବିପୁଳ ଭୋଟ ପାଇଁ ରାମ ନାଗ ବିଜୟୀ ହୋଇଥିଲେ ।

Related story