ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବ ରାଜ୍ୟ ବିଜେପିର ସାଙ୍ଗଠାନିକ ନିର୍ବାଚନ:  ଅରୁଣ ସିଂ

ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ବିଜେପିର ସାଙ୍ଗଠାନିକ ନିର୍ବାଚନ ଶେଷ ହେବ। ରାଜ୍ୟ ବିଜେପି  ପ୍ରଭାରୀ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି। ଶନିବାର ରାଜ୍ୟ ବିଜେପି ବୈଠକରେ ଯୋଗ ଦେବା ପାଇଁ ଆସି ସେ ଏହା କହିଛନ୍ତି। ଦୁଇ ଦିନ ଭିତରେ ରାଜ୍ୟ ବିଜେପିର ମଣ୍ଡଳସ୍ତରୀୟ ସଙ୍ଗଠାନିକ ନିର୍ବାଚନ ଶେଷ ହେବ। କିଛି ସ୍ଥାନରେ ହୋଇଥିବା ମଣ୍ଡଳସ୍ତରୀୟ ନିର୍ବାଚନ ସନ୍ତୋଷଜନକ ରହିଥିବା ସେ କହିଛନ୍ତି। ଆଜି ମଧ୍ୟ ଏନେଇ ବୈଠକ ହେବାର ଅଛି […]

Arun-Singh-BJP

Arun-Singh-BJP

Rakesh Mallick
  • Published: Sunday, 27 December 2015
  • Updated: 27 December 2015, 09:19 AM IST

Sports

Latest News

ଭୁବନେଶ୍ୱର: ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ବିଜେପିର ସାଙ୍ଗଠାନିକ ନିର୍ବାଚନ ଶେଷ ହେବ। ରାଜ୍ୟ ବିଜେପି  ପ୍ରଭାରୀ ଅରୁଣ ସିଂ ଏହି ସୂଚନା ଦେଇଛନ୍ତି। ଶନିବାର ରାଜ୍ୟ ବିଜେପି ବୈଠକରେ ଯୋଗ ଦେବା ପାଇଁ ଆସି ସେ ଏହା କହିଛନ୍ତି। ଦୁଇ ଦିନ ଭିତରେ ରାଜ୍ୟ ବିଜେପିର ମଣ୍ଡଳସ୍ତରୀୟ ସଙ୍ଗଠାନିକ ନିର୍ବାଚନ ଶେଷ ହେବ।

କିଛି ସ୍ଥାନରେ ହୋଇଥିବା ମଣ୍ଡଳସ୍ତରୀୟ ନିର୍ବାଚନ ସନ୍ତୋଷଜନକ ରହିଥିବା ସେ କହିଛନ୍ତି। ଆଜି ମଧ୍ୟ ଏନେଇ ବୈଠକ ହେବାର ଅଛି ଯେଉଁଥିରେ ଜିଲ୍ଲା ସ୍ତରୀୟ ନିର୍ବାଚନ ସମ୍ପର୍କିତ ଆଲୋଚନା ହେବ। ଏହାପରେ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ସମ୍ପୂର୍ଣ୍ଣ ସାଙ୍ଗଠାନିକ ନିର୍ବାଚନ ଶେଷ ହେବ ବୋଲି ସେ କହିଛନ୍ତି। ତେବେ ସହମତି ଭିତ୍ତିରେ ରାଜ୍ୟ ବିଜେପି ସଭାପତି ଘୋଷଣା  ହେବେ  ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story