ଜର୍ମାନୀ ସହଯୋଗରେ ଭୁବନେଶ୍ୱର ହେବ ସ୍ମାର୍ଟ ସିଟି

ଭୁବନେଶ୍ୱର: ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିବ ଜର୍ମାନୀ। ଭୁବନେଶ୍ୱରର ବିକାଶମୂଳକ କାର୍ଯ୍ୟ କରିବା ଲାଗି ଜର୍ମାନୀ ଇଚ୍ଛା ପ୍ରକାଶ କରିଛି। ଫଳରେ ରାଜଧାନୀ ଏବେ ଜର୍ମାନୀ ଭଳି ଉନ୍ନତ ଜ୍ଞାନକୌଶଳର ସହର ହେବାକୁ ଯାଉଛି। ସ୍ମାର୍ଟସିଟିରେ ଭୁବନେଶ୍ୱର ଦେଶର ପ୍ରଥମ ସ୍ଥାନ ଭାବେ ରହିବା ପରେ ଏହାର ଉନ୍ନତି ଓ ଭିତ୍ତିଭୂମି କିଭଳି ସୁଦୃଢ଼ ହୋଇପାରିବ ସେ ନେଇ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ହୋଇଥିଲା। ଏଥିରେ ଜର୍ମାନୀ […]

bbsr

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 09:12 AM IST

ଭୁବନେଶ୍ୱର: ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିବ ଜର୍ମାନୀ। ଭୁବନେଶ୍ୱରର ବିକାଶମୂଳକ କାର୍ଯ୍ୟ କରିବା ଲାଗି ଜର୍ମାନୀ ଇଚ୍ଛା ପ୍ରକାଶ କରିଛି। ଫଳରେ ରାଜଧାନୀ ଏବେ ଜର୍ମାନୀ ଭଳି ଉନ୍ନତ ଜ୍ଞାନକୌଶଳର ସହର ହେବାକୁ ଯାଉଛି। ସ୍ମାର୍ଟସିଟିରେ ଭୁବନେଶ୍ୱର ଦେଶର ପ୍ରଥମ ସ୍ଥାନ ଭାବେ ରହିବା ପରେ ଏହାର ଉନ୍ନତି ଓ ଭିତ୍ତିଭୂମି କିଭଳି ସୁଦୃଢ଼ ହୋଇପାରିବ ସେ ନେଇ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ହୋଇଥିଲା। ଏଥିରେ ଜର୍ମାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟି ଭାବେ ଗଢ଼ିବାକୁ ଆଗଭର ହୋଇଥିବା ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି।

Related story