ଜାତୀୟ କୃଷି ବୀମା ଆବେଦନ ଅବଧି ବୃଦ୍ଧି ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଅଭାବ ସ୍ଥିତିକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଜାତୀୟ କୃଷି ବୀମା ଆବେଦନ ଅବଧିକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଋଣ ନେଇନଥିବା କୃଷକଙ୍କ ପାଇଁ ଏହି ଆବେଦନ ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। କୃଷି ବୀମା ଆବେଦନ ପାଇଁ ଜୁଲାଇ ୩୧ ତାରିଖ ଥିଲା। ଏହାକୁ ଅଗଷ୍ଟ ୩୧ ଯାଏଁ ବୃଦ୍ଧି କରିବାକୁ ନବୀନ ଦାବି କରିଛନ୍ତି।

chif

chif

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 02:34 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story