ପ୍ରକାଶ ପାଇଲା ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ପ୍ରକାଶ ପାଇଛି ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ।  ଛାତ୍ରଛାତ୍ରୀମାନେ www.jeeadv.ac.inରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।  ଆଡଭାନ୍ସଡ୍‌ ପରୀକ୍ଷା ଦେଶର ପ୍ରାୟ ୨ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ଦେଇଥିଲେ।  ସେଥିମଧ୍ୟରୁ  ଓଡିଶାରୁ ପରୀକ୍ଷା ଦେଇଥିଲେ ୨,୭୦୦ ପରୀକ୍ଷାର୍ଥୀ। ଜେଇଇ ଆଡଭାନ୍ସଡ୍‌ରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି ସେମାନେ ଆଇଏସ୍‌ଏମ୍‌ ଧାନବାଦ ସମେତ ଦେଶର ସମସ୍ତ ଆଇଆଇଟି ପ୍ରତିଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ।

jee-advaced-result

Rakesh Mallick
  • Published: Sunday, 11 June 2017
  • , Updated: 11 June 2017, 10:25 PM IST

ଭୁବନେଶ୍ୱର: ସର୍ବଭାରତୀୟ ସ୍ତରରେ ପ୍ରକାଶ ପାଇଛି ଜେଇଇ ଆଡ୍‌ଭାନ୍ସଡ୍‌ ରେଜଲ୍ଟ।  ଛାତ୍ରଛାତ୍ରୀମାନେ www.jeeadv.ac.inରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।  ଆଡଭାନ୍ସଡ୍‌ ପରୀକ୍ଷା ଦେଶର ପ୍ରାୟ ୨ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ଦେଇଥିଲେ।  ସେଥିମଧ୍ୟରୁ  ଓଡିଶାରୁ ପରୀକ୍ଷା ଦେଇଥିଲେ ୨,୭୦୦ ପରୀକ୍ଷାର୍ଥୀ।

ଜେଇଇ ଆଡଭାନ୍ସଡ୍‌ରେ ଯେଉଁମାନେ କୃତକାର୍ଯ୍ୟ ହୋଇଛନ୍ତି ସେମାନେ ଆଇଏସ୍‌ଏମ୍‌ ଧାନବାଦ ସମେତ ଦେଶର ସମସ୍ତ ଆଇଆଇଟି ପ୍ରତିଷ୍ଠାନରେ ପାଠ ପଢ଼ିବାର ସୁଯୋଗ ପାଇବେ।

Related story