ସୁନ୍ଦରଗଡ: ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ବଡମାଳଠାରେ ଡାହାଣୀ ସନ୍ଦେହରେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ମାଙ୍ଗିରି ଇଣ୍ଡୁଆର । ରାତିରେ ଘରେ ଶୋଇଥିବା ବେଳେ ସେହି ଗାଁର ସୁନିଲ ମାହାତ ନାମକ ଜଣେ ଯୁବକ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲା । ଖବରପାଇ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରୀ ରଖିଛି । ଜୁନ୍ […]

src

src

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 02:29 AM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ବଡମାଳଠାରେ ଡାହାଣୀ ସନ୍ଦେହରେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ମାଙ୍ଗିରି ଇଣ୍ଡୁଆର । ରାତିରେ ଘରେ ଶୋଇଥିବା ବେଳେ ସେହି ଗାଁର ସୁନିଲ ମାହାତ ନାମକ ଜଣେ ଯୁବକ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲା । ଖବରପାଇ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରୀ ରଖିଛି । ଜୁନ୍ ୮ ତାରିଖରେ ବ୍ରାହ୍ମଣୀ ତରଙ୍ଗ ଥାନାରେ ଅଞ୍ଚଳରେ ଏକ ଦମ୍ପନ୍ତିଙ୍କୁ ହତ୍ୟା କରାଯାଇଥିଲା । ଗତ ୩୦ ଦିନ ମଧରେ ଗୁଣିଗାରେଡି ସନ୍ଦେହରେ ୮ ଜଣଙ୍କୁ ହତ୍ୟା କରାଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story