ଏମିତି କାହିଁକି କହିଲେ ଜୁଏଲ୍‌, ଜାଣିଛନ୍ତି କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଛି। ଏଥିରେ ଆବାଳବୃଦ୍ଧବନୀତି ସାମିଲ ହୋଇଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଦୁଃଖର ସହ ହୋଲି ମନାଇଛନ୍ତି। କାରଣଟି ହେଉଛି ବିଜେପୁର ପରାଜୟ ଓ କୁନ୍ଦୁଲି ଘଟଣା। ଏତେ ସବୁ ଦୁଃଖ ପରେ ଜୁଏଲ୍‌ ରାଜ୍ୟବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି, ଆମେ ହାରିଛୁ, ହେଲେ ମରିନୁ। ଉଇ ୱିଲ୍‌ ଫାଇଟ୍‌। “ଆମେ ୪୦,୦୦୦ ଭୋଟ୍‌ରେ ଜିତିବୁ କହିବା ଅହଂକାରୀ ନା ଜିତିବୁ […]

Apple Begins Selling iPhone 5 S/C In Berlin

Rakesh Mallick
  • Published: Friday, 02 March 2018
  • Updated: 02 March 2018, 05:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଛି। ଏଥିରେ ଆବାଳବୃଦ୍ଧବନୀତି ସାମିଲ ହୋଇଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଜି ଦୁଃଖର ସହ ହୋଲି ମନାଇଛନ୍ତି। କାରଣଟି ହେଉଛି ବିଜେପୁର ପରାଜୟ ଓ କୁନ୍ଦୁଲି ଘଟଣା। ଏତେ ସବୁ ଦୁଃଖ ପରେ ଜୁଏଲ୍‌ ରାଜ୍ୟବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇବା ସହିତ କହିଛନ୍ତି, ଆମେ ହାରିଛୁ, ହେଲେ ମରିନୁ। ଉଇ ୱିଲ୍‌ ଫାଇଟ୍‌।

“ଆମେ ୪୦,୦୦୦ ଭୋଟ୍‌ରେ ଜିତିବୁ କହିବା ଅହଂକାରୀ ନା ଜିତିବୁ ବୋଲି ଜନସାଧାରଣଙ୍କୁ କହିବା ଅହଂକାରୀ। ତେଣୁ ସେହି ଅହଂଙ୍କାରୀ ସଂଜ୍ଞାକୁ ନେଇ ମୁଁ ଯିବିନାହିଁ। ଆମେ ହାରିଛୁ କିନ୍ତୁ ମରିନାହୁଁ।”  ଅହଂକାର ପାଇଁ ବିଜେପୁରରେ ବିଜେପି ହାରିଲା ବୋଲି ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ଜୁଏଲ ଏମିତି ପ୍ରତିକ୍ରିୟା ରଖିଛନ୍ତି। ଅବଶ୍ୟ ସେ ସିଧା ସଳଖ ବିଜୟଙ୍କ ନାଁ ନେଇନାହାଁନ୍ତି।

ସେ କହିଛନ୍ତି-“ଆମେ ଆଗରୁ ଅନେକ ନିର୍ବାଚନ ଜିତିଛୁ ଓ ହାରିଛୁ। ନବୀନ ପଟ୍ଟନାୟକଙ୍କୁ ଚୌକିରେ ବସାଇଥିବା ଲୋକ ମଧ୍ୟ ଆମେ। ତେଣୁ ଜୀବନ ଥିଲା ଭିତରେ ନବୀନ ପଟ୍ଟନାୟକଙ୍କୁ ଚୌକିରୁ ତଳକୁ ଓହ୍ଲାଇ ଦେଖାଇବି। ଏହା ମୋର ସଂକଳ୍ପ। ଏହାକୁ ନେଇ ଆଗାମୀ ଦିନରେ ପାର୍ଟିରେ କ’ଣ ପୋଜିସନ୍‌ ରହିବ ମୁଁ ଜାଣିନି। ପୂର୍ବରୁ ଜାନକୀ ବହ୍ଲଭ ପଟ୍ଟନାୟକ ଯେମିତି ନାରୀ ବଳାତ୍କାର, ଭ୍ରଷ୍ଟାଚାର, ଅହଙ୍କାର ଓ ଉତ୍ପାତ କରୁଥିଲେ, ଠିକ୍‌ ସେମିତି ନବୀନ ପଟ୍ଟନାୟକ କରୁଛନ୍ତି। କିନ୍ତୁ ଗଣମାଧ୍ୟମ ମାଧ୍ୟମରେ ନିଜର ସ୍ୱଚ୍ଛ ଛବି ବନାଇ ରଖିଛନ୍ତି। ଯାହା ଦେଖାଯାଉଛି, ତାହା ନବୀନ ପଟ୍ଟନାୟକଙ୍କ ପ୍ରକୃତ ଛବି ନୁହେଁ। ଆଜି ନୁହେଁତ କାଲି, ଆମେ ତାଙ୍କର ପ୍ରକୃତ ଚେହେରାକୁ ଲୋକଙ୍କ ସାମ୍ନାକୁ ଆଣିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story